#Breaking News

ଗଂଜେଇ ନେଇ ଯାଉଥିବା ବେଳେ ଗଂଜେଇ ସହ ବାଇକ ଜବତ, ଜଣେ ଗିରଫ

,
ଫୁଲବାଣୀ -(ସୁନୀଲ ପଟନାୟକ )
ଗଂଜେଇ ଚୋରା ଚାଲାଣ ବେଳେ ବାଇକ ସହ ୨ ୨ କେଜି ଗଂଜେଇ ଜବତ କରିଛି ତୁମୁଡିବନ୍ଧ ପୋଲିସ l
ଏଥି ସହ ବାଇକ ଚାଳକ ମଧ୍ୟ ପ୍ରଦେଶ ଭୋପାଲ ର ମହମଦ ସଲମାନ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବାଇକ ନ 0D -26D-6426.
ସଲମାନ ବାଇକ ଯୋଗେ ବାଲି ଗୁଡା ରୁ ଭୋପାଲ ନେଇକି ଯାଉଥିବା କହିଛି l
ତୁମୁଡିବନ୍ଧ ପୋଲିସ ଏ ନେଇ 76/21ରେ ମାମଲା ରୁଜୁ କରିଥିବା ଥାନାଧିକାରୀ ତରୁଣ ତପନ ବେହେରା କହିଛନ୍ତି l

Leave a comment

Your email address will not be published. Required fields are marked *