#Breaking News

ଗ6ଜଂ ଇ ରାସ୍ତାରେ ନେଇ ଗାଡ଼ିରେ ଯାଉ ଥିଲେ ପୋଲିସକୁ ଦେଖିଗାଡି ଛାଡି ଧାଇଁଲେ


ପାଞ୍ଚ କୁଇଣ୍ଟାଲ ଗ6ଜଂ ଇ ଜବତ,
ଫୁଲବାଣୀ-7/10(ସୁନୀଲପଟନାୟକ)
କେଜିଏକି ଦୁଇ କେଜି ନୁହେଁ ୬ଟି ବଡ଼ ବଡ଼ ବସ୍ତାରେ ପାଞ୍ଚ କୁଇଣ୍ଟାଲ ଗ6ଜଂ ଇଧରି ଖୁଲମଖୁଲା ଏକ ଶହେସାତ ଡାଲା ଗାଡ଼ି 0D-05ax0263ରେ ରେ ଚାଲାଣ କଲାବେଳେ ଖବରପାଇ ଫିରିଙ୍ଗିଆ ଥା ନା ଏସ ଆଇ ନୀଳାଞ୍ଚଳ ଜେ ନା ଙ୍କ ନେତୃତ୍ୱ ରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ଥିଲେ l
ତେବେ ପୋଲିସ ଗାଡି କୁ ଦେଖି ଗଂଜେଇ ମାଫିଆ ମାନେ ଗାଡି ଛାଡି ଧାଇଁ ପଳାଇଥିଲେ lହେଲେ ପୋଲିସ ପାଞ୍ଚ କୁଇଣ୍ଟାଲ ପାଞ୍ଚ କେଜି ଗଂଜେଇ ସହ ଗାଡ଼ି ଜବତକରିଛି l କୌଣସି ସୁତ୍ରରୁ ପକ୍କା ଖବର ପାଇ ପୋଲିସ ଗାଡି ପହଞ୍ଚିଗଲା ହେଲେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରିନଥିଲେ ବି ଗଂଜେଇ ଓ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲା l
ଏଭଳି ଘଟଣା ଘଟିଛିକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶିମିଳି ସାହି ରାସ୍ତାରେ ।
ପୋଲିସ ଏନେଇ ଏକ ମାମଲା ରୁଜୁ କରି ଦୁର୍ବୁର୍ତ୍ତ ମାନଙ୍କୁ ଖୋଜୁଛି । ତେ6ବଫେରାର ଥିବା ମାଫିଆମାନେ ପୋଲିସ ପଞ୍ଚାରୁ ଖସିପାରିବେନି ଅତି ଶିଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ସବ ଇନ୍ସ୍ପେକଟର ନୀଳାଞ୍ଚଳ ଜେ ନା କହିଛନ୍ତି ।
ପୋଲିସ ଅଧିକାରୀ ଜେନା ଙ୍କ ନେତୃତ୍ଵରେ ଏକ ଟିମ ମାଫିଆଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

Leave a comment

Your email address will not be published. Required fields are marked *