#Uncategorized

ଆଠଗଡ ବ୍ଲକ ରାଉତରାପୁର ନଣ୍ଡେଇଲୋ ରାଉତରାପୁର ଗ୍ରାମ ମଧ୍ୟରେ ବିଦୂତ ଖୁଣ୍ଟ ଓ କାଜୁ ବଗିଚାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ମାଡ,ନଣ୍ଡେଇଲୋ ଗ୍ରାମବାସୀଙ୍କୁ ରାଉତରାପୁର ଗ୍ରାମବାସୀ ଶାବଳରେ ପିଟିଲେ, ଢେଲା ମାରି ମୁଣ୍ଡ ଫଟାଇଲେ, ଆଠଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କଲା,ଏହି ଘଟଣାରେ ରାଉତରାପୁର ଗ୍ରାମର ମଧ୍ୟ ତିନିଜଣ ଆହତ ହୋଇଛନ୍ତି,ସମସ୍ତଙ୍କୁ ଆଠଗଡ ମେଡ଼ିକାଲ ରେ ଚିକିସ୍ଥା କରାଯାଇଛି

Leave a comment

Your email address will not be published. Required fields are marked *