#Uncategorized

*ବରଗଡ଼ ଗୋଡ଼ଭଗାରେ ଚାଷୀ ସଙ୍ଗଠନ ବୈଠକରେ ନିଷ୍ପତ୍ତି: ଟୋକନ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ୧୨ ଘଣ୍ଟାର ମହଲତ । ଟୋକନ ବ୍ୟବସ୍ଥା ବନ୍ଦ କରାନଗଲେ ଆନ୍ଦୋଳନ ଚେତାବନୀ । ରାସ୍ତାରୋକ ସହ ବିଭିନ୍ନ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ନିଷ୍ପତ୍ତି, ବୈଠକରେ ଥିଲେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିରର ଚାଷୀ*

Leave a comment

Your email address will not be published. Required fields are marked *