#Breaking News #Uncategorized

ବିଜେପି ଯୁବମୋର୍ଚ୍ଚା ତରଫରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ


ଫୁଲବାଣୀ -2/10(ସୁନୀଲ ପଟନାୟକ ):କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ ଙ୍କ ତତ୍ୱାବଧାନରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଷରରେ ସ୍ୱଛ ଭାରତ କାର୍ଯ୍ୟକ୍ରମ କରାଯାଇଛି।ସେହିଭଳି ଯୁବମୋର୍ଚ୍ଚା ତରଫରୁ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପିତ ଥିବା ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଆଜିର ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ ଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ଖଜୁରୀପଡା ମଣ୍ଡଳ ବିଜେପି ସଭାପତି ଦଶରଥ ସାହୁ ଗୋଲକ ବିହାରୀ ମଲିକ ସମୀର ପ୍ରସାଦ ଝାଙ୍କର ଦିପକ ବିଶୋୟୀ ପ୍ରଦୀପ କୁମାର କହଁର ଉଦୟନାଥ ଗଣ୍ଡା ଅନୀଳ କୁମାର ସେଠୀ ବରୁଣ ବିନ୍ଧାଣୀ ରବି ସେଠୀ ଗଗନ ମଲିକ ବିରୁପାକ୍ଷ ଦେହୁରୀ ରୁନାମୁଖି ଅମିତ ମୁଖି ରାଜକିଶୋର ବେହେରା ପ୍ରମୁଖ ସ୍ୱଛ ଭାରତ କାର୍ଯ୍ୟକ୍ରମରେ ସାମିଲ ଥିବାବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ଯ ମନୋଜ କୁମାର ପଣ୍ଡା ଅନୁସୁଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଅନନ୍ତ କୁମାର ଦିଗାଲ ଅନୁସୁତିତ ଜାତି ମୋର୍ଚ୍ଚା ଜିଲ୍ଲା ମିଡିଆ ସଂଯୋଜକ ବିକାଶ କୁମାର ଦିଗାଲ ପ୍ରମୁଖ ଯୋଗଦାନ କରିଥିଲେ।ଭାରତୀୟ ଜନତପାର୍ଟ୍ଟିର ସେବା ସପ୍ତାହ ପାଳଳ କରୁଥିବା ବେଳେ ଆଜି ସ୍ୱଛ ଭାରତ କାର୍ଯ୍ୟକ୍ରମ ରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫେଇ ଦାଇତ୍ୱ ନେଇଥିବା ନିର୍ମଳ ଯୋଜନାର ସାନିଟାରୀ କର୍ମଚାରୀ ସସ୍ମିତା ଦଣ୍ଡିଆ ଶୋଭାଗୀନି ବେହେରା ମାଧୁରୀ ଦିଗାଲ ସୁବାସ ଚନ୍ଦ୍ର କହଁର ରଣବୀର ମୁଖି ଏବଂ ସୁପରଭାଇଜର କେଶବଚନ୍ଦ୍ର ନାୟକ ଙ୍କୁ ବିଜେପି ଯୁବମୋର୍ଚ୍ଚା ତରଫରୁ ଉତ୍ତୋରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ସେହିଭଳି ବଲସକୁମ୍ପା ବିଜେପି ମଣ୍ଡଳ ତରଫରୁ ବରାଳଦେବୀଙ୍କ ମନ୍ଦିର ପରିଷରରେ ଆଜି ସ୍ୱଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା ଙ୍କ ସହ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୁଧାଂଶୁ ଗୁରୁ ସୁବାସ ଯାନୀ କଳାକାର ଦେହୁରୀ ସୁଶାନ୍ତ ଝାଙ୍କର ଦୀପକ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରି ମାଁ ବରାଳଦେବୀଙ୍କ ମନ୍ଦିର ପରିଷରରେ ସ୍ୱଛ ଭାରତ କାର୍ଯ୍ୟକ୍ରମ କରିଥିଲେ

Leave a comment

Your email address will not be published. Required fields are marked *