#Breaking News #Uncategorized

ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ନରସିଂହପୁର -(ଉଲାପ୍ର)
ନରସିଂହପୁର ବ୍ଲକ ଅନ୍ତର୍ଗତ ଗଣେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଗୋଛିଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଅବସରରେ ବ୍ଲକ ଅଧକ୍ଷ କିଶୋର ମିଶ୍ର, ଶିକ୍ଷାବିତ କୁଳମଣି ବାରିକ, ଶିକ୍ଷାବିତ ବିଜୟ କୁମାର ଛତ୍ର, ବିରେନ୍ଦ୍ର ବେହେରା, କଳିଙ୍ଗ କେଶରୀ ପ୍ରଧାନ, କରୁଣା କର ଶତ୍ରୁସଲ, ଅରୁଣ ବେହେରା, ରଶ୍ମିରଞ୍ଜନ ବେହେରା, ଅକ୍ରୁର ବେହେରା, ହରିହର ଚମ୍ପତିରାୟ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅଜୟ କୁମାର ମହାନ୍ତି ନୂଆ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *