#Breaking News #District

ଢେଙ୍କାନାଳ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ନୂଆଖାଇ

ଢେଙ୍କାନାଳ ( ଉଲ୍ଲାପ୍ର )କୋରିଆଁ ବାଏ ପାସ ଟ୍ରକ ମାଲିକ ସଂଘ ନିକଟସ୍ଥ ବାସଭବନରେ ମା ସମଲେଶ୍ଵରୀଙ୍କର ନୂଆଖାଇ ପାଳନ ହୋଇଯାଇଥିଲା । ଏହି ପର୍ବ ରେ ବହୁତ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ଏଠାକୁ ଆସିଥିଲେ। ଏହି ପୂଜା ରେ ସୂର୍ଯ୍ୟ ନାରାୟଣ ଗ୍ରହଵିପ୍ର ସମାଜ ଢେଙ୍କାନାଳ ତରଫରୁ ସଭାପତି ପଣ୍ଡିତ ଶଶୀଭୂଷଣ ନାୟକ ଏବଂ ମନୋଜ କୁମାର ନାୟକ ଏବଂ ରାଷ୍ଟ୍ରୀୟ ସୂର୍ଯ୍ୟାଂଶୀ ବ୍ରାହ୍ମଣ ସଂଘଠନର ପଣ୍ଡିତପ୍ରମୋଦ କୁମାର ଆଚାର୍ଯ୍ୟ ମୂକ୍ଷ ପୁରୋଧାଭାବେ ପୂଜା କୁ ସାଫଲ୍ୟ ମଣ୍ଡିତ କରିଥିଲେ ଆଉ ମଧ୍ୟ ପଣ୍ଡିତ ବିଜୟ କୁମାର ନାୟକ , ପଣ୍ଡିତ ଡା. ରଞ୍ଜତ ଆଚାର୍ଯ୍ୟ , ପ୍ରମୋଦ କୁମାର ନାୟକ, ପଣ୍ଡିତ ପରମାନନ୍ଦ ଜ୍ୟୋତିଷ, ପଣ୍ଡିତ ବିଭୁ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ଏହି ପୂଜାରେ ଯୋଗ ଦେଇ ମା ସମଲେଶ୍ଵରୀଙ୍କର ନୂଆ ଖାଇ ପର୍ବ ଟିକୁ ମହାଆଡ଼ମ୍ବରରେ ପାଳନ କରିଥିଲେ

Leave a comment

Your email address will not be published. Required fields are marked *