#Uncategorized

ମୂଲ୍ୟବାନ ଜଙ୍ଗଲକୁ ନିଆଁର ଆଁରୁ ରକ୍ଷାକରିବା ଲାଗି ଫୁଲବାଣୀ ବନବିଭାଗ ପକ୍ଷରୁ ସଚେତନତା ରାଲି


ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ବିଭାଗ ଅଧିନସ୍ତ ଫୁଲ ବାଣୀ .ଫିରଙ୍ଗିଆ ସୁଡରୁ କୁମ୍ଫା ସମେତ ୭ଟି 6ରଂଜ ଅଧିନସମସ୍ତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଫିସର,କର୍ମଚାରୀ ଓ ସ୍ଥାନୀୟ ବନ ସରକ୍ଷଂଣ ସମିତିର ସ ପୂର୍ଣ୍ଣ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ ହୋଇଛି, Iତେବେ ଆଗକୁ ଆହୁରି ଖରା ଦିନ ରହିଛି ଫଳ ରେ ଆଗାମୀ ଦିନରେ ଯେପରି ଜଙ୍ଗଲରେ ଆଉ ନିଆଁ ନ ଲାଗିବ ସେଥିପାଇଁ ଫୁଲବାଣୀ 6ରଂଜଅଫିସର ସଚ୍ଚିଦାନନ୍ଦ ସେ ଠିଙ୍କ ନେତୃତ୍ଵରେ ଫୁଲ ବାଣୀବନବିଭାଗ 6ରଂଜ ଅଧିନରେ ଥିବା ବିଭିନ୍ନ ଜଙ୍ଗଲ ତଳି ଗ୍ରାମଗୁଡିକରେ ସଚେତନତାରାଲୀ କରାଯାଉଛି।ମୂଲ୍ୟବାନ ଜଙ୍ଗଲ ଓ ବନ୍ୟ ପ୍ରାଣୀମାନେ ଯେପରି ସୁରକ୍ଷିତ ରହିବେ ସେନେଇ 6ରଂଜର ସଚିଦାନନ୍ଦ ସେଠି ଙ୍କ ସମେତ ବନପାଳ ପ୍ରବୀଣ କୁମାର ମହାକୁଡ, ଫରେଷ୍ଟ ଗାର୍ଡ ନରେନ୍ଦ୍ର ଭୋଇ, ପାର୍ବତି ମାଝି, ପିରିକୁ ଡି ବନରକ୍ଷୀ ସଂଜିତ ବେହେରା । ପାରାସ୍କାର୍ଡ, ଓ ଫାଇର ସ୍କ୍ବାର୍ଡ ମିଶି ଶନିବାର ସୁଡୁଲି, ରାଗାପଦର,ଆଲାମୀ ଆଦି ବିଭିନ୍ନ ଗ୍ରାମରେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ସହ ରାଲି ଓ ମିଟିଙ୍ଗ କରାଯାଇ ବ୍ୟାପକ ଜନ ସଚେତନତା କରାଯିବା ସହ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା ନେଇ ଶପଥ ପାଠ କରାଯାଇଥିଲା। ଗ୍ରାମର ପୁରୁଷ ଓ ମହିଳାମାନେ ସହଯୋଗ କରିଥିଲେ।
ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ଲାଗି କୁହାଯାଇଥିଲା। ନିଆଁ ଲଗାଇବା ଗୁରୁତର ଅପରାଧ 6 ଏଥିପାଇଁ ୭ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ଥିବା ନେଇ 6ରଂଜର ସେଠି ଗ୍ରାମବାସୀଙ୍କୁ ଅବଗତ କର।ଇଥିଲେ।
ଏଥିସହ ଜଙ୍ଗଲ ନିଆଁ ଲାଗିବା ନେଇ ବିଭାଗକୁ ଆଗୁଆ ସୁଚନା ଦେଲେ ବିଭାଗ ପକ୍ଷରୁ ତିନି ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ମଧ୍ୟ କରାଯା ଉଛି।
ସେହିପରି ଜଙ୍ଗଲରେ ନିଆଁ ଲାଗିବା ଏକ ଜାତୀୟ ବିପତ୍ତି । ଏହି ଜଙ୍ଗଲ ନିଆଁ ଯୋଗୁ କୋଟି କୋଟି ଟଙ୍କାର ମୂଲ୍ୟ ବାନ ଔଷଧୀୟ ବୃକ୍ଷ ସବୁ ଜଳି ପୋଡି ନଷ୍ଟ ହେଉଛି।
ବହୁ ଜୀବ ଯନ୍ତୁଙ୍କ ଅକାଳ ମୃତ୍ୟୁ ହେଉଛି। ଏଣୁ ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ସଂପଦ ବୃଦ୍ଧି ହେବା ସହ ବନ୍ୟ ଜନ୍ତୁ ବଢିଲେ ପରିବେଶରେ ସନ୍ତୁଳନ ଆସିବ ବେ।ଲି କହିଥିଲେ ଶ୍ରୀ ସେଠି I
ଏ ସବୁ ରାଲୀର ସକାରାତ୍ମକ ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଥିବା କଥା 6ରଂଜର ସେଠି କହିଛନ୍ତି ।
ଏହିସଚେତନତା ରାଲୀ ପ୍ରତି ଗ୍ରାମରେ କରାଯା ଉଛି ଫଳରେ ଆଗକୁ ଜଙ୍ଗଲରେ ନିଆଁ ଲାଗିବନି ବୋଲି ଶ୍ରୀ ସେଠି ଆଶା ପ୍ରକଟ କରିଛନ୍ତି ।
ଯୁବ 6ରଂଜ ଅଫିସର ସଚ୍ଚିଦାନନ୍ଦ ସେଠି ଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନକୌଶଳ, ପାରଦର୍ଶିତା ସାଙ୍ଗକୁ ସମୟୋଚିତ ପଦ କ୍ଷେପ ଯୋଗୁଁ ଫୁଲ ବାଣୀ 6ରଂଜ ଅର୍ନ୍ତଗତ ଜଙ୍ଗଲ ଓ ପରିବେଶ ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ସେହିପରି ଜଙ୍ଗଲ ନିଆଁ ଖବର ପାଇବାପାଇଁ ଫୁଲବାଣୀ ସ୍ଥିତବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଫୁଲ ବାଣୀ 6ରଂଜକାର୍ଯ୍ୟାଳୟରେ ମଧ୍ୟ ଏକ ଚବିଶି ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ରହିଥିବା ସହ ହରଦମ କର୍ମଚାରୀ ଡ୍ୟୁଟିରେ ରହି ସତର୍କ ନଜର ରଖିଥିବା ସେ କହିଛନ୍ତି।

Leave a comment

Your email address will not be published. Required fields are marked *