#Breaking News #Uncategorized

ଅମାନିଆଙ୍କୁ ସାବାଡ କଲେ ବାଲିଗୁଡା ତହସିଲଦାର,୧୭ହଜାରରୁ ଉର୍ଦ୍ଧ୍ଵ ଜୋରିମାନା ଆଦାୟ


ଫୁଲ ବାଣୀ- (ସୁନୀଲ ପଟନାୟକ) ମହାମାରୀ କରେ । ନା ର ଦ୍ଵିତୀୟ ଲହରକୁ ବ୍ରେକ ଦେବାଲାଗି ସରକାର ମେ ୫ତାରିଖରୁ ଲକ ଡ଼ାଉନ ଜାରୀ କରିଛନ୍ତି। ସୋମବାର ରୁ ଶୁକ୍ରବାର ସକାଳ ୧୧ଟା ଯାଏ ପନିପରିବା ଓ ରେ ସନ, ଫଳ ଓ ଖୀର ଆଦି ଦୋକାନ ଖୋଲିବ। ସେହି ପରି ଲୋକଙ୍କୁ ଚାଲି ଚାଲିଆସି ଆବଶ୍ୟକ ସାମଗ୍ରୀ କିଣାକିଣି କରିବା ଲାଗି ପରାମର୍ଶ ଦେଇଛି ପ୍ରଶାସନ । ଶନିବାର ଓ ରବିବାର ସାପ୍ତାହନ୍ତ ସଟ ଡ଼ାଉନ ଘୋଷଣା କରାଯାଇଛି । ଏହି ସମୟରେ ବାହାରେ ବୁଲାବୁଲି କରିବା ବାରଣ କରାଯାଇଥିଲେ ମଧ୍ୟ କିଛି ଆମାନିଆ ବିନା କାରଣରେ ବାଇକ୍ ଧରିବୁଲୁଛନ୍ତି । ପଚାରିଲେ ନାନାବାହାନା ଦେଖାଉଛନ୍ତି । ଫଳରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ସହରର ବିଭିନ୍ନ ଛକ ସ୍ଥାନମାନଙ୍କରେ ଚେକିଙ୍ଗ କରି ମାସ୍କ ନପିନ୍ଧି, ବୁଲୁଥିବା ଅମାନିଆ ଙ୍କ ଠାରୁ ୧୮ ହଜାର ଟଙ୍କା ଜରିମାନ । ଆଦାୟ କରିଛନ୍ତି। ଅମାନିଆ ଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିବା ତହସିଲଦାର ପାତ୍ର କହିଛନ୍ତି । ପ୍ରଶାସନ ପକ୍ଷରୁ ବାରମ୍ଵାର ସଚେତନ କରିବା ସତ୍ତ୍ଵେ କିଛି ଲୋକ ଜାଣି ଶୁଣି କରେ ।ନା କଟକଣାମାନୁନଥିବା ସେ କହିଛନ୍ତି ।
ଏଣୁ ଆମାନିଆଙ୍କ ଠାରୁ ପ୍ରତିଦିନ ଜରି ମାନା ଆଦାୟ କରାଯାଉଥିବା ତହସିଲଦାର ପାତ୍ର କହିଛନ୍ତି ।
ତହସିଲଦାର ଓ ପୋଲିସର କଡ଼ାକଡ଼ି ଯାଞ୍ଚ ଦ୍ୱାରା ବାଲିଗୁଡ଼ାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଥିବା ଜଣାପଡିଛି ।

Leave a comment

Your email address will not be published. Required fields are marked *