#Breaking News

ଛତୁ ଆଣିବାକୁ ଯାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

.
ପ୍ରତିବାଦ କରି ଯୁବକ ର ଆକ୍ରମଣରେ ମା ଆହତ
ଫୁଲବାଣୀ- (ସୁନୀଲ ପଟନାୟକ) ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଗ୍ରାମର ଜଗବନ୍ଧୁ ବେହେରା । ନାମକ ଜଣେ ଯୁବକ ଏହି ଦୁଇଜଣ ଯୁବତୀଙ୍କୁ ଅସଦବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳ ଜ କରିବା ସହ କୁ ଆଡେ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହେବା ଫଳରେ ତାଙ୍କୁ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ କରିଛନ୍ତି ।
ଏଭଳି ଘଟଣା ଘଟିଛି ରବିବାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସଖିପଡ଼ା ଅଞ୍ଚଳରେ,
ଏନେଇ ପିଡିତ । ଙ୍କ ପରିବାର ପକ୍ଷରୁ ଫିରିଙ୍ଗଆ ଥାନାରେ ଏତେଲା ଦେବା ପରେ
ପୋଲିସ ୭୮/ ୨୧ ରେ ଧାରା ୩୪୧,୨୯୪,୩୨୩ ,୩୫୪ ଏ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ତୁରନ୍ତ ରିରଫ କରିବାକୁ ପିଡିତ । ପରିବାର ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *