ଆଠଗଡ ଜିମସାର ରେ ଏମ ଆର ଆଇ…

Udaya_Labanya | August 20, 2021 | 0

ଆଠଗଡ( ଉଲାପ୍ର) ସମାଜ ଅନୁଷ୍ଠାନ ଦ୍ୱାରା ଆଠଗଡ ର ମାଧବପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଜିମସାର ମେଡିକାଲ ରେ ଆଜି ସାଧାରଣ ଜନନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏମ ଆର ଆଇ ଓ ସିଟି ସ୍କାନ ମେସିନ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି,ଏହି ମେସିନ ଉଦଘାଟନ ହେବାପରେ ଜନସାଧାରଣ ବେଶ ଏହାର ସୁବିଧା ପାଇପାରିବେ, ଯୋଉଠି ସରକାର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ମାନଙ୍କରେ […]

ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ…

Udaya_Labanya | June 15, 2021 | 0

ବରଗଡ଼:-୧୫/୬ସୋମବାର ଦିନ ବରଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ନିରାଡମ୍ବର ଭାବରେ ଖଣ୍ଡହଥା ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ନିଷ୍ଠା ପରିବାର ର ସ୍ଥାୟୀ ଲୋଗୋ […]

ଜଙ୍ଗଲ ମାଫିଆଙ୍କ କବଜାରେ ଭେଜିଆ ସଂରକ୍ଷିତ ଜଙ୍ଗଲ,ହାତୀପଲ…

Udaya_Labanya | May 20, 2021 | 0

ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜ ର ନୂଆପାଟଣା ଭେଜିଆ ସଂରକ୍ଷିତ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଅସୁରକ୍ଷିତ, ଦୀର୍ଘବର୍ଷ ହେଲା ଅବି ଭେଜିଆ ଜଙ୍ଗଲରେ ପଥର ମାଫିଆ,ଖଣି ମାଫିଆଙ୍କ ରାଜ ଚାଲିଛି,ପ୍ରତେକ ଦିନ ସଂରକ୍ଷିତ ଜଙ୍ଗଲରୁ ଖଣି ମାଫିଆ ମାନେ ଜଙ୍ଗଲ ତାଡି ଗ୍ରାନାଇଟ ପଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ ମଧ୍ୟ ନାଁ ବନବିଭାଗ ର ନଜର ଅଛି ନା ରାଜସ୍ୱ ବିଭାଗର ନଜର ଅଛି,ତିଗିରିଆରୁ ବିନ୍ଧାଣିମା ଗଲା […]

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

ଆଠଗଡ, ତିଗିରିଆ,ବାଙ୍କି ବନ୍ୟାଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ…

Udaya_Labanya | September 6, 2020 | 0

ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆଜି ଆଠଗଡ,ତିଗିରିଆଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କ […]

ମାହାଙ୍ଗା ରେ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ…

Udaya_Labanya | August 19, 2020 | 0

ମାହାଙ୍ଗା(ଉଲାପ୍ର)ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ର କୁଶକୁଣ୍ଟା ଠାରେ ଜଳ ଛାୟା ମିସନ୍ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ କୁମାର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ର ମାନ୍ଯବର ଆଇନ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଜଳ ଯୋଗାଣ, ମନ୍ତ୍ରୀ ଶ୍ରୀ […]

ଆଠଗଡ କନ୍ଦରପୁର ପଞ୍ଚାୟତ ରେ ପାଇଖାନା ଖାଇଗଲେ…

Udaya_Labanya | August 8, 2020 | 0

ଆଠଗଡ(ଉଲାପ୍ର)ଏ ରାଜ୍ୟରେ ସବୁ ଖାଇଗଲେ,କଣ ଖାଇଗଲେ,ଖାଦ୍ୟ ନୁହେଁ ପାଇଖାନା,ଏ କଳିଯୁଗରେ ପାଇଖାନା ଯୋଉଠି ମଳ ତ୍ୟାଗ କରିବା କଥା ତାକୁ ଖାଇବାକୁ ପଛାଉ ନାହାନ୍ତି ଠିକାଦାର ମାନେ,ଏ ଘଟଣା ଘଟିଛି ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତ ରେ,ପଞ୍ଚାୟତ ର କନ୍ଦରପୁର ଓ ନଣ୍ଡାଇଲୋ ମୌଜା ରେ ଗତ କିଛିମାସ ହେବ ଚଉଦ ଘରିଆର ଜଣେ ପାଇଖାନା ଠିକାଦାର ୨୦ରୁ ଅଧିକ ପାଇଖାନା କରି ଟଙ୍କା ଖାଇ ଯାଇଛି,ଆଉ ଏହି ସବୁ ପାଇଖାନା […]

ଏଥର କଡ଼ାକଡ଼ି ହେବ ଲକ୍‌ଡାଉନ; ସହର ଭିତରକୁ…

Udaya_Labanya | July 17, 2020 | 0

ଭୁବନେଶ୍ୱର: ( ଉ ଲା ପ୍ର ) ଏଥର ଲକ୍‌ଡାଉନ୍‌ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ତେବେ ଏହି ଲକ୍‌ଡାଉନ୍‌ରେ ଟ୍ୱିନ୍‌ ସିଟିରେ […]

Archives

Categories