#Uncategorized

ମାତୃଭାଷା ଦିବସରେ ମଧୁ ବର୍ଣ୍ଣବୋଧ ବହି ଶିଶୁମାନଙ୍କୁ ପ୍ରଦାନ


ଆଠଗଡ(ଉଲାପ୍ର)ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଜୀବନ ସଂଘର୍ଷ ପରିବାର ପକ୍ଷରୁ ଛୋଟ ଛୋଟ ପିଲା ମାନଙ୍କୁ ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କରିଛନ୍ତି ସମାଜସେବୀ ନିର୍ମଳ କୁମାର,ମାତୃଭାଷା ଦିବସରେ ଏଭଳି ଚିନ୍ତାଧାରା ନିଶ୍ଚିତଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ,ଶିଶୁ ଆସନ୍ତାକାଲି ର ନାଗରିକ,ହେଲେ ନାଗରିକ ଓଡ଼ିଆ କଣ ଜାଣୁନାହାନ୍ତି କିମ୍ବା ସେମାନଙ୍କ ପିଲାମାନଙ୍କୁ ଓଡ଼ିଆ ସ୍କୁଲରେ ପାଠ ପଢ଼ାଉ ନାହାଁନ୍ତି, ଏଭଳି ପରିସ୍ଥିତିରେ ଛୋଟ ଛୋଟ ଶିଶୁଙ୍କୁ ଏକାଠି କରି ସେମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିବା ଓଡ଼ିଆ ପ୍ରୀତିକୁ ଆଗକୁ ବଢ଼ାଇବ ବୋଲି ଆଶା କରାଯାଉଛି।

Leave a comment

Your email address will not be published. Required fields are marked *