#Breaking News #District

ରତ୍ନାକର ବେଉରାଙ୍କ 81 ତମ ଜନ୍ମଜୟନ୍ତୀ ପାଳିତ

ଆଠଗଡ( ଉଲ୍ଲାପ୍ର )ଆଠଗଡ ର ପୂର୍ବତନ ସମାଜ ସାମ୍ବାଦିକ, ଆଠଗଡ ମହିଳା ମହାବିଦ୍ୟାଳୟ ତଥା ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାତା, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି, ଗଡଜାତ ପରିକ୍ରମା ର ସଭ୍ୟ ରତ୍ନାକର ବେଉରାଙ୍କ 81 ତମ ଜନ୍ମଜୟନ୍ତୀ ଯୁକ୍ତ 2 ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଏବଂ ଗଡଜାତ ପରିକ୍ରମା ତରଫରୁ ମିଳିତଭାବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ସାମ୍ବାଦିକ, ଗଡଜାତ ପରିକ୍ରମା ର ସଭ୍ୟ, ବିଭିନ୍ନ ବ୍ୟକ୍ତି ବିଶେଷ, ମହିଳା ମହାବିଦ୍ୟାଳୟ ର ଯୁକ୍ତ ୨ ର ସମସ୍ତ ଅଧ୍ୟାପିକା ଏବଂ ଯୁକ୍ତ ୩ ର ଅଧକ୍ଷା ଏବଂ ବେଉରାଙ୍କ ପରିବାରର ସଦସ୍ୟ ପୁଅ ମାନସ ବେଉରା,ବିକାଶ ବେଉରା ଝିଅ ଭାରତୀ ବେଉରା, ଭାଇ ଦିବାକର ବେଉରା ପ୍ରମୁଖ ଯୋଗଦେଇ ରତ୍ନାକର ବେଉରାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,

Leave a comment

Your email address will not be published. Required fields are marked *