#Uncategorized

ସମାଜସେବୀ,ଜେଲ ସଂସ୍କାରକ ପ୍ରାଣକୃଷ୍ଣ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ


ଆଠଗଡ(ଉଲାପ୍ର)ସମାଜସେବା ତଥା ରାଜ୍ୟରେ ଜେଲ ସଂସ୍କାର କାର୍ଯ୍ୟ କରି ଜେଲ ଅନ୍ତେବାସୀ ପିଲାଙ୍କ ମୁହଁରେ ହସ ଫୁଟେଇଥିବା ପ୍ରାଣକୃଷ୍ଣ ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଆଠଗଡ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ

ହୋଇଯାଇଛି,ରାମ ନାରାୟଣ ମହାନ୍ତିଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟର ବିଭିନ୍ନ ଜେଲରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ କର୍ମଚାରୀ,ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,

Leave a comment

Your email address will not be published. Required fields are marked *