#Breaking News

କନ୍ଧମାଳରେ ପୁଣି ଚାରି କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ ( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲାରେ ପୁଣି ଚାରି ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଜିଲ୍ଲା ପ୍ରଶାସନ ର କଟକଣା ନ ଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l
ଫଳରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି l ଏବେ ପାର୍ବଣ ଋତୁ lପୁଣି ଲଗାଣ ବର୍ଷା ଲାଗିରହିଛି l
ଏଣୁ ଆଗକୁ ମଧ୍ୟକୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି lଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନ ତା ସୃଷ୍ଟି କରିବାକୁ ଦାବୀ ହେଉଛି l

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣପ୍ରତି ସତର୍କ ଦୃଷ୍ଟିରଖିବା ଜରୁରୀ l

Leave a comment

Your email address will not be published. Required fields are marked *