#Breaking News

କିସମିସ୍ ଲିଭର୍ ଓ କିଡନୀ ପାଇଁ ବହୁତ ଫାଇଦା ଦାୟକ

ଡ୍ରାଇ ଫ୍ରୁଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ , ଏହା ଭିଟାମିନ୍ ସହ ବହୁତ ଏପରି ତତ୍ତ୍ୱ ରହିଥାଏ ଯାହା ସ୍ୱାସ୍ଥ୍ୟ ଫଁପାଇଁ ବହୁତ ଜରୁରୀ ହୋଇଥାଏ । ଏହି କିସମିସ୍ ରେ ଲିଭର୍ ଓ କିଡନୀ ପାଇଁ ବହୁତ ଫାଇଦା ଦାୟକ ହୋଇଥାଏ , ଏଥିରେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ , ଓ ରକ୍ତର ଅଭାବକୁ ଦୁର କରିଦିଏ , ଏହି କଥାକୁ ଧ୍ୟାନ ରଖି ଏହାର ବ୍ୟବହାର ଶୀତ ଦିନ ମୌସୁମ୍ ରେ ବ୍ୟବହାର କରିବା ଦରକାର । କିସମିସ୍ ରାତିରେ ବତୁରାଇ ସକାଳୁ ଖାଲି ପେଟରେ ପାଣିକୁ ପିଇଲେ କିଡନୀ ଲିଭର୍ ଭଲ ଭାବେ କାମ କରିଥାଏ , ଏଥିରେ ଲିଭର୍ ସହ ଯୋଡି ହୋଇଥିବା ଅସୁବିଧା ଦୁର ହୋଇଯାଏ , ଏଥିରେ କୋଲେଷ୍ଟ୍ରୋଲ୍ ଓ ହୃଦରୋଗ ସହ ଯୋଡି ହୋଇଥିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ସେବନରେ ଏସିଡିଟି ଦୁର ହୋଇଯାଏ ।

ବନାଇବାର ବିଧି : ସବୁଠାରୁ ପ୍ରଥମେ କିସମିସ୍ କୁ ଧୋଇଦିଅନ୍ତୁ ଓ ଏକ ପ୍ୟାନ୍ ରେ ପାଣି ସିଝାଇ ଏଥିରେ କିସମିସ୍ ପକାଇଦିଅନ୍ତୁ , ରାତି ସାରା ଏହାକୁ ବତୁରାଇ ରଖନ୍ତୁ , ସକାଳୁ ଏହାକୁ ଛାଣି ନଖଉଷୁମ ପାଣିରେ ଖାଲି ପେଟରେ ପିଇଦିଅନ୍ତୁ , ଏହାର ସେବନ କରିବା ଦ୍ୱାରା ୨୫-୩୦ ମିନିଟ୍ ପରେ ଜଳଖିଆ କରିଦିଅନ୍ତୁ ।

ସାବଧନତା : ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହା ସେବନ କରିବା ନିଷେଧ , ଏହାର ସେବନ ଏକ ମାସରେ କେବଳ ଚାରି ଦିନ କରନ୍ତୁ , ଓ ଏହି ସମୟରେ ଚିନି ର ବ୍ୟବହାର ଟିକିଏ କମ୍ କରନ୍ତୁ ।

Leave a comment

Your email address will not be published. Required fields are marked *