#Breaking News #Uncategorized

କନ୍ଧମାଳଚକାପାଦରେ ବଜ୍ରପାତ ଜଣେ ମୃତ ଅନ୍ୟ ଜଣେ ଗୁରୁତର,


କନ୍ଧମାଳ (ସୁନୀଲ ପଟ୍ଟନାୟକ)- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ. ଘଟିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର. ଆହତ ହୋଇଥିବା ଜଣାପଡିଛି।
ମୃତକ ଜଣକ ହେଲେ ଶଙ୍କରାଖୋଲ ବରସାହିର ଚଉଦ ବର୍ଷ ର ନାବାଳକ ତରଣୀ ସେନ କହଁର l ସେ ୧୦ ମ ରେ ପାଠ ପଢ଼ୁଥିଲା। ସେହିପରି ଅନ୍ୟ ଜଣେ ୧୧ ବର୍ଷର ଆକାଶ କହର ଗୁରୁତର ଆହତ ହୋଇ ଛି। ଦୁହେଁ ଘରବାହାରେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ନାବାଳ କ ତରଣୀର ଆକାଳ ମୃତ୍ୟୁରେ ପରିବାର ସମେତ ଓ ଶଙ୍କରା ଖୋଲରେ ଶୋକର ଛାୟା ଖେଳିଯାଇଛି ।
ମୃତକଙ୍କ ପରୀ ବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *