#Breaking News

ଫୁଲବାଣୀରୁ ୫,ଜିଲ୍ଲାରୁ ୩୮ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ରବିବାର ମୋଟ ୩୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ବ୍ଳକର ୭ଜଣ ଓ ଫୁଲବାଣୀ ସହରରୁ ୫ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ନୀରାୟଣୀ ରୋଡରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ଡ଼ାକ ପାଲ ଓ ଜିରିଙ୍ଗି ପଡ଼ାରୁ ଜଣେ ଲେଖାଏ କରେ । ନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ସୋମବାର ,ଦ।ରିଙ୍ଗବାଡି ୫,,ଚକାପାଦ ୨, , ତୁମୁଡିବନ୍ଧ ୫,ଜିଉଦରଗିରି ୩,ଫିରିଙ୍ଗିଆ ୧,ଟିକା ବାଲି ୫
,କୋଟଗଡ଼ ୭,ବାଲିଗୁଡ଼ାରୁ ୩. କନୂଆଗାଁ ୧, ରାଇକିଆ ୧, କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୪୫୪ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୯୩୧ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୪୭୭ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

.

Leave a comment

Your email address will not be published. Required fields are marked *