#Breaking News #District

କଲେଜ ସମସ୍ୟା ନେଇ ରାଜ ରାସ୍ତା କୁ ଉଲ୍ଲହେଲେ ଛାତ୍ର ଛାତ୍ରୀ

ବୌଦ୍ଧ ( ଉଲ୍ଲାପ୍ର )ବୌଦ୍ଧ କଲେଜର ବିଭିନ୍ନ ସମସ୍ୟା ନେଇ ରାଜ ରାସ୍ତାରେ ଛାତ୍ର ଛାତ୍ରୀ I ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ରହିଛି I ସେହି ସମସ୍ୟା ଗୁଡିକ ହେଲା କଲେଜ କୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାଇଁ, କଲେଜର ଲାଇବ୍ରେରୀ ନାହିଁ ଏବଂ କଲେଜ ଅଧ୍ୟକ୍ଷା ଛାତ୍ର ଛାତ୍ରୀ ଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଳ ଫଳରେ ଅଧ୍ୟକ୍ଷା ଙ୍କୁ ଅନ୍ୟତ୍ର ବଦଳି ସହ ଆଉ ଅନେକ ସମସ୍ୟା ପାଇଁ କଲେଜ ର 700 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରାଜ ରାସ୍ତା ରେ ଆନ୍ଦୋଳନ କରିବା ସହ ଅନେକ ସମସ୍ୟା ସମ୍ପର୍କ ରେ କଣ୍ଟାମାଳ BDO ଙ୍କ ନିକଟରେ ଦାବି ଜଣେଇଛନ୍ତି l ଆଗାମୀ ଦିନରେ ଯଦି ସମସ୍ୟା ର ସମାଧାନ ନ ହୁଏ ତେବେ ରାଜ ରାସ୍ତା ଅବରୋଧ କରିବେ ଛାତ୍ର ଛାତ୍ରୀ ଚେତାବନୀ ଦେଇଛନ୍ତି I

Leave a comment

Your email address will not be published. Required fields are marked *