#Uncategorized

ଆଠଗଡ଼ ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ସମାରୋହ ଆରମ୍ଭ ।

ଆଠଗଡ଼ (୨୩/୧୨/୧୯) : ଗୋପବନ୍ଧୁ ମହିଳା ଯୁକ୍ତ 3 ଡିଗ୍ରୀ ମହାବିଦ୍ୟାଳୟ ର୍ ଦୁଇଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି,ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ଏହି କ୍ରୀଡା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷା ସଂଗୀତା ମହାପାତ୍ର,ସକାଳୁ ଛାତ୍ରୀ ମାନେ ମା ଵାଉତିଙ୍କ ନିକଟରୁ ଏକ ମଶାଲ ଶୋଭାଯାତ୍ରାରେ ଆସି କ୍ରୀଡା ସ୍ଥଳରେ ମଶାଲ ଜାଳି ଥିଲେ,ଏହି କ୍ରୀଡା ଉତ୍ସବ କୁ ପରିଚାଳନା କରୁଛନ୍ତି ମହାବିଦ୍ୟାଳୟ ର୍ କ୍ରୀଡା ଅଧ୍ୟାପିକା ଲୋପମୁଦ୍ରା ମହାନ୍ତି ଓ ତାଙ୍କୁ ସହଯୋଗ କରୁଛନ୍ତି ତପନ ସ୍ୱାଇଁ,ଆଶୀର୍ବାଦ ନାୟକ,ଦୁଇଦିନ ଧରି ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ।

Leave a comment

Your email address will not be published. Required fields are marked *