#Uncategorized

କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା

ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଲୋକେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । କେହି ବାହାର ରାଜ୍ୟରୁ ଫେରୁଥିଲେ ତୁରନ୍ତ ପ୍ରଶାସନକୁ ଜଣାନ୍ତୁ । ଏହାଦ୍ବାରା ସେମାନଙ୍କ ପରୀକ୍ଷା କରି ଆଇସୋଲେଟ କରାଯାଇପାରିବ’

‘ବୟସ୍କ ଲୋକଙ୍କୁ ଟିକା ନେବାକୁ ସମସ୍ତେ ଉତ୍ସାହିତ କରିବା ଉଚିତ । ଟିକା କୋରୋନା ଲଢ଼େଇର ପ୍ରମୁଖ ଦିଗ, ସମସ୍ତେ ଟିକା ନେବା ଉଚିତ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଛି’ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଲେ DMET

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *