#Uncategorized

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗ୍ରସ୍ତ,


ଫୁଲବାଣୀ_(ସୁନୀଲପଟନାୟକ)
ରବିବାର ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ କନ୍ଧମାଳ ଗ୍ରସ୍ତ ରେ ଆସି ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବ ନ ଠାରେ ଆୟୋଜିତ ଡିଜିପି ଡିସ୍କ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନକ୍ସଲ ଦମନ କାର୍ଯ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିମୁକାବିଲାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ . କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୩୨ ଜଣ ପୋଲିସ ଅଫିସର ଓ କର୍ମ
ଚାରୀ ଙ୍କୁ ପୁରସ୍କୃତ କରିଥିଲେ।
ପୁରସ୍କାର ପାଇବାପରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ଓ ଆଗକୁ ଭଲ କାମ କରିବାପାଇଁ ଏହା ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି କହିଥିଲେ।
ସେହିପରି କିଛି କରେ । ନା ଯୋଦ୍ଧା ଙ୍କ ପରିବାରଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ପୋଲିସ ଡିଜି ଅଭୟ ।
ଏହି ଅବସରରେ କର୍ମଚାରୀମାନଙ୍କୁ ନିଷ୍ଠା ଓ ଆନ୍ତରୀକତାର ସହକାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ ଡିଜି ଅଭୟ ।
ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି, କଳାହାଣ୍ଡି ଏସପି ପ୍ରମୁଖ ଙ୍କ ସମେତ ବହୁ ବରୀଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *