#Uncategorized

ଭୁବନେଶ୍ୱର ଘାଟିକିଆ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଭଲ ଅଛିତ।

ଭୁନନେଶ୍ୱର (ଉଲାପ୍ର)ଭୁବନେଶ୍ୱର ଉପକଣ୍ଠରେ ଅବହେଳିତ ହୋଇପଡିଛି ସ୍ୱାସ୍ଥ୍ୟ ବ୍ୟବସ୍ତା । ଘାଟିକିଆ ସ୍ଥିତ ସହରାଞ୍ଚଳ ପ୍ରାଥମିକ ଡାକ୍ତରଖାନାରେ ରେ ଦିନ ୧୧ ଟାରେ ବି ନାହାଁନ୍ତି ଡାକ୍ତର । ଉପସ୍ଥିତ କର୍ମଚାରୀ ମଧ୍ୟ ଜାଣିନାହାନ୍ତି ବାବୁ କୁଆଡେ ଗଲେ । ବାବୁ ଙ୍କ ନାଁ କହିବା ତା ଦୂରର କଥା ଓଲଟି ଲୋକଙ୍କ ଉପରେ ଦୁର୍ବ୍ୟବହାର କରୁଛନ୍ତି ଉପସ୍ଥିତ କର୍ମଚାରୀ ମାନେ । ନିତି ଦିନ ରୋଗୀ ଏଭଳି ସମସ୍ୟା ର ସମ୍ମୁଖୀନ ହେଉଥିବାବେଳେ ପ୍ରଶାସନ ପାଖରେ କୌଣସି ଖବର ନାହିଁ । କୋରନା ମହାମାରୀ ସମୟରେ ଯଦି ରାଜଧାନୀ ଭୁବନେଶ୍ବର ରେ ଏ ଭଳି ଅବ୍ୟବସ୍ଥା ତାହେଲେ ଅନ୍ୟ ଜାଗାର ସ୍ୱାସ୍ଥ୍ୟ ବ୍ୟବସ୍ଥା କିଭଳି ହୋଇଥିବା ସାଧାରଣ ରେ ଅନୁମେୟ।ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣା ସମ୍ପର୍କରେ ଦୃଷ୍ଟି ଦେବେକି।

ଆଜିର ରାଶିଫଳ

5 Comments

  1. erotik
    17th Feb 2021 Reply

    thanks a lot a good deal this site is usually proper plus casual Harriett Berkly Grand

  2. 샌즈카지노
    17th Feb 2021 Reply

    Enjoyed every bit of your blog article. Thanks Again. Fantastic. Gaby Welch Donall

  3. erotik
    17th Feb 2021 Reply

    Everything is very open with a precise description of the issues. It was definitely informative. Your website is useful. Thank you for sharing! Shannon Garald Hurlbut

  4. erotik
    17th Feb 2021 Reply

    Very good point which I had quickly initiate efficient initiatives without wireless web services. Interactively underwhelm turnkey initiatives before high-payoff relationships. Holisticly restore superior interfaces before flexible technology. Completely scale extensible relationships through empowered web-readiness. Amberly Mattias Inessa

  5. erotik
    17th Feb 2021 Reply

    I also believe therefore, perfectly written post! . Hope Donall Timofei

Leave a comment

Your email address will not be published. Required fields are marked *