#Breaking News

ନାବାଳିକା ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ


ଫୁଲବାଣୀ- (ସୁନୀଲ ପଟନାୟକ)
ନାବାଳିକା ଅପ ହରଣ ଓ ଦୁଷ୍କର୍ମ ମାମଲାରେ ଫିରିଙ୍ଗିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କଟିକାବାଲି ଥାନା ଅନ୍ତର୍ଗତ ଲ।ଇନପଡ଼ାର ବବଲୁ ନା ଏକ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ କହିଛନ୍ତି । ସୂଚନାଯୋଗ୍ୟଯେ ଫିରିଙ୍ଗିଆ ଥାନା ଅଞ୍ଚଳ ର ଜଣେ ନୀବାଳିକା ଗତ୨୮ରୁ ନିଖୋଜ ଥିବା ନେଇ ନାବାଳିକାର ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ପାଇବା ପରେ ଅତିରିକ୍ତ ଥାନା ଅଧିକାରି ପ୍ରଦୀପ ରାଓଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଅଭିଯୁକ୍ତର ଲାଇନ ପଡ଼ା ଘରଉପରେ. ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବବଲୁକୁ ଗିରଫ କରିଥିବା ଥାନା ଅଧିକାରୀ ରା ଓ କହିଛନ୍ତି ।
ବବ.ଲୁ ଦୁଇ ଦୁଇଥର ପୂର୍ବରୁ ବିବାହ କରିଛି ଓ ତାର ଦୁଇଟି ଛୁଆ ଅଛନ୍ତି ।

Leave a comment

Your email address will not be published. Required fields are marked *