ଓମାନରେ ଅନ୍‍ଲାଇନ୍‍ ଉତ୍କଳଦିବସ ପାଳନ ପାଇଁ ବ୍ୟାପକ…

Udaya_Labanya | May 7, 2021 | 0

ମସ୍‍କାଟ / ଭୁବନେଶ୍ୱର ୬ା୫ : ଓମାନରେ ବସବାସ କରୁଥିବା ଓଡ଼ିଆମାନେ ଅନ୍‍ଲାଇନ୍‍ ଯୋଗେ ୮୫ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି । ରାଜଧାନୀ ମସ୍‍କାଟସ୍ଥିତ ଇଣ୍ଡିଆନ୍‍ ସୋସିଆଲ୍‍ କ୍ଲବ୍‍ (ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଦ୍ୱାରା ଆସନ୍ତା ମେ ୮ ତାରିଖ ଓମାନ ସମୟ ଅପରାହ୍ନ ୩.୩୦ ମିନିଟ ଏବଂ ଭାରତୀୟ ସମୟ ସନ୍ଧ୍ୟା ୫ଟା ବେଳେ ଆୟୋଜନ କରାଯାଉଥିବା ଏହି ଭବ୍ୟ ଭର୍ଚ୍ଚୁଆଲ୍‍ ସମାରୋହ ନେଇ […]

ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ…

Udaya_Labanya | March 25, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ […]

ଜନନୀ ଫାଉଣ୍ଡେସନ ତରଫରୁ ବିପ୍ଳବ ଦାସ ସମ୍ବର୍ଦ୍ଧିତ

Udaya_Labanya | March 15, 2021 | 0

ଜନନୀ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରୂଚି ମହିଳା କବାଡି ଟୁର୍ନାମେଣ୍ଟ ରେ ମୋତେ ନିମନ୍ତ୍ରିତ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିବାରୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ 🙏ବିଶେଷ ଭାବରେ ଅଧକ୍ଷା ମନୋରମା ଦାସ ଓ ନିର୍ଦେଶିକା ମୋନାଲିସା ରଥଙ୍କୁ ଅନେକ ଅନେକ ଧନ୍ୟବାଦ,ବିଶେଷକରି 👉 ରୂଚି କମ୍ପାନୀର ପରିଚାଳନା ନିର୍ଦେଶିକ ଡ. ଶରତ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ବିଧାୟକ ଅରବିନ୍ଦ […]

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ…

Udaya_Labanya | January 7, 2021 | 0

କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି’| ‘ସ୍ଲୋ ମୋଶନ ଚାଲି’ ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି | ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର | ତାଙ୍କ ସହିତ ଅଭିନୟ କରିଛନ୍ତି […]

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

କଣ୍ଟିଲୋ ଝିଅ ହେଲେ ବଲିଉଡ଼ ହିରୋଇନ,ଓଡ଼ିଶାରେ ଆନନ୍ଦର…

admin | July 9, 2020 | 0

ହାଇଦ୍ରାବାଦ ( ଉଲାପ୍ର) ଥ୍ରିଲରରେ ଅପସରା ରାନୀ ଭାବରେ ଓଡିଶା ଝିଅ ଅଙ୍କିତା ମହାରଣା |ପ୍ରାୟ ତିନିରୁ ଚାରି ଦିନ ମଧ୍ୟରେ ଓଡିଶାର ଆପସରା ରାନୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି, କାରଣ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବ୍ୟତୀତ ଜଣେ ଅଭିନେତ୍ରୀ ଭାବରେ ତାଙ୍କର ପଦୋନ୍ନତି ଯିଏକି ତାଙ୍କ ଆଗାମୀ ୱେବ୍ ଚଳଚ୍ଚିତ୍ର “ଥ୍ରୀଲର୍” ରେ ନୂଆ ନାମରେ ଲଞ୍ଚ କରୁଛନ୍ତି | ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ […]

ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’

admin | February 2, 2020 | 0

ମୁମ୍ବାଇ: ବହୁପ୍ରତୀକ୍ଷିତ ସିନେମା ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୋଷିତ ହୋଇଛି। ଏହା ୨୦୨୦ ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା କରଣ ଜୋହର୍ ନିଜର ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଏହା ହିନ୍ଦୀ, ତେଲୁଗୁ, ତାମିଲ୍, ମାଲୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ। ସୂଚନାଯୋଗ୍ୟ ‘ବ୍ରହ୍ମାସ୍ତ୍ର’ରେ ନାୟକ ଓ ନାୟିକା ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ମୌନୀ […]

Archives

Categories