#Uncategorized

କେଦାରନାଥଙ୍କର ଧାମ ଦିବ୍ୟ ଦର୍ଶନ ରେ ନିଜକୁ ସାମିଲ କରନ୍ତୁ, ଦର୍ଶନ କରନ୍ତୁ ସନ୍ଧ୍ୟାରେ କିପରି ହୋଇଥିଲା ଏହି ଧାମ

ଉତ୍ତରାଖଣ୍ଡ କେଦାରନାଥ ଧାମ ରେ ସନ୍ଧ୍ୟା ସମୟର ଦୃଶ୍ୟ ଅତୀବ ମନୋରମ l ସନ୍ଧ୍ୟା ଆଗମନୀ କୁ ସ୍ୱାଗତ ଜଣାଇ ଗିରିରାଜ ହିମାଳୟ ର ହିମବକ୍ଷ ଅସ୍ତଗାମୀ ସୂର୍ଯ୍ୟ ଙ୍କର ସୁନେଲି ଆଭା ରେ ହୋଇଉଠେ ରୁଦ୍ର ସୁନ୍ଦର ସତେ ଯେପରି ଗିରିରାଜ ନନ୍ଦିନୀ କଲ୍ୟାଣ ସୁନ୍ଦରୀ ଙ୍କୁ ନିରାଜନା ନିମନ୍ତେ ପ୍ରସ୍ତୁତ l ନଭୋ ମଣ୍ଡଳ ରେ ତାରାଗଣ ମଣି ମୁକ୍ତା ପ୍ରବାଳ ବୈଡୁର୍ଯ୍ୟ ମର୍କତ ସମ୍ଭାର ରେ ସୁସଜ୍ଜିତ କୈଳାଶ ପତି ଓ ପାର୍ବତୀ ଙ୍କର ମହା ଜାଗତିକ ନୈସର୍ଗିକ ପରିଚର୍ଯ୍ୟା ପାଇଁ l


Leave a comment

Your email address will not be published. Required fields are marked *