#Breaking News

ମାର ମମତା,ତୁମୁଡିବନ୍ଧ ରେ ଦୁଇ ଛେଳି ଛୁଆ କ୍ଷୀର ଖାଇଲେ ମା କୁକୁର ଠାରୁ


ଫୁଲବାଣୀ-୧୮/୧୧(ସୁନୀଲପଟନାୟକ)
ମା’ମମତାମୟୀ, ମା ରମମତା ଅତୁଳନୀୟ । ମା’ ପରି ଏହି ଦୁନିଆରେ କେହି ନାହିଁ। ଏହା ସମସ୍ତେ ଜାଣନ୍ତି । ସେ ପାଠପଢିଥିବା ମଣିଷ ହେଉ ନତୁବା ପଶୁପକ୍ଷୀ । ସବୁଠି ମା’ ପରଓଆପଣାନ ଭାବି ତାବାତ୍ସଲ୍ୟ ମମତା ଢାଳି ଦେଇଛି । ଏଭଳି ବାତ୍ସଲ୍ୟ ପ୍ରେମ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ର ମୁଣ୍ଡି ଗଡ଼ ପଞ୍ଚାୟତର ମୁଣ୍ଡି ଗଡ଼ରେ । ଦିନେ କି ଓ ଳିଏ ନୁହେଁ ଦୀର୍ଘ ୩/୪ ମାସ ହେଲାଣି ଲଗା ତର କ୍ଷୀର ଦେଇ ଆସୁଛି ଦୁଇ ଛେଳି ଛୁଆକୁ । ଯାହାକି ଗ୍ରାମବାସୀକୁ ବିସ୍ମିତ କରିଛି । ଉଭୟ ଖାଦ୍ୟ ଓ ଖାଦକ ହୋଇଥିଲେ ଏଠାରେ ମା’ ତାର ମମତା ଦେଖାଇଛି । ତୁମୁଡିବନ୍ଧ ବ୍ଲକ
ମୁଣ୍ଡି ଗଡଗ୍ରାମରର ବନରସିଂପାତ୍ରଙ୍କ ଦୁଇ ଛେଳି ଛୁଆ ପ୍ରତିଦିନ ଏହି ବୁଲା ମା କୁକୁରରକ୍ଷୀର ପିଉଛନ୍ତି । ମା କୁକୁର ମଧ୍ୟ ଏଥିରେ ପ୍ରତିବାଦନ କରି ସେମାନଙ୍କୁ ମନ ଭରି କ୍ଷୀର ପିଆ ଇ ଆତ୍ମତୃପ୍ତି ପାଉଥିବା ଦେଖାଯାଇଛି । ଏହାକୁ ଦେଖିବା ସହ ଫଟୋ ଉଠାଇ ବା ଲାଗି ଲୋକଙ୍କ ଗହଳି ମଧ୍ୟ ହେଉଛି ।

Leave a comment

Your email address will not be published. Required fields are marked *