#District

ମିଶନ ଜୀବିକା ପକ୍ଷରୁ ଅଣ୍ଡା ଦି ଆ କୁକୁଡ଼ା ଚାଷ ଉଦଘାଟିତ


ଫୁଲ ବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡାବ୍ଲକ ଜାମଝରି ଠାରେ ୧୫ ‘ଶହ ଦକ୍ଷତା ବିସିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି. l
ଆ. ଟି. ଡି. ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଫଳରେ ଜିଲ୍ଲା ର ଅଣ୍ଡାର ଆବଶ୍ୟକତା କୁ କିଛି ମାତ୍ରା ରେ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଶବର କହିଥିଲେ l
ଡୋକରା ସ୍ୱୟଂ ସହାୟକ ଗୋଷ୍ଟି ର ସମସ୍ତ ସଦସ୍ୟା ମାନେ ଏହି ଫାର୍ମ ର ପରିଚାଳନା ଦାୟୀତ୍ବ ନେଇଥିବା ବେଳେ ସେମାନ ଙ୍କର ଆର୍ଥୀକ ଉର୍ନ୍ନତି ହୋଇ ପାରିବ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ଆହୁରି ସୂଚନା ଦେଇଥିଲେ l
ଜିଲ୍ଲା ପ୍ରାଣୀ ଚିକିତ୍ସକ ଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡ଼ା. ଅଳକା ପଟ୍ଟନାୟକଓ ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସାକ ଡ଼ା ସନ୍ତୋଷ ପଟ୍ଟନାୟକ କହିଥିଲେ. l ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ. ଖଜୁରୀପଡା ମିଶନ ଶକ୍ତି ସଂଯୋଜକ. ଏମବିକେ ଶ୍ରୀମତୀ କଲ୍ୟାଣୀ ଦାସ ଯୋଗ ଦେଇଥିଲେ lଥିଲେ. I
ଆଇ ଟିଡିଏ ର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିଲା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଦେଥିଲେl

Leave a comment

Your email address will not be published. Required fields are marked *