#Breaking News

କାର ସହ ଗ6ଜଂଇ ଜବତ, ଦୁଇ ଗିରଫ


ଫୁଲବାଣୀ-(ସୁନୀଲପଟନାୟକ)
ସଦର ଥାନା ପୋଲିସ ଆଇଆଇସି ପ୍ରଶାନ୍ତ ବେହେରାଙ୍କ ନେତୃତ୍ଵରେ ଚଢାଉ କରାଯାଇ ଏକ ସୁଇଫ ଟ ଡିଜାୟର କାର ନଂ-ଓଡ଼ି୩୨-ବି୯୩୨୧ସହ ୪୨.୫ କେଜି ଗ6ଜଂ ଇ ଜବତ କରିବା ସହ ଏ ସଂପର୍କରେ ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ଗିରଫ ଦୁଇ ଜଣ ହେଲେ ମଲିକପଡ଼ାର ରଞ୍ଜନ ବଗର୍ତ୍ତୀ ଓ ଭଦ୍ରକର ସପନ କାମିଲା ବୋଲି ପୋଲିସ କହିଛି। ସଦରପୋଲି ସଏ ନେଇ ୧୩୯/୨୧ରେ ମାମଲା ରୁଜୁ କରିଛି।
ଏ ସବୁ ଗ6ଜଂ ଇକନ୍ଧମାଳରୁ ଭଦ୍ରକ ଚାଲାଣ ହେଉଥିଲା। ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା ଯୋଗୁଁ ଗ6ଜଂ ଇ ଚୋରାଚାଲାଣ ରୋକ । ଯାଇ ପାରିଛି ।

Leave a comment

Your email address will not be published. Required fields are marked *