#Breaking News #Uncategorized

କରେ।ନାରେ ପ୍ରାଥମିକ ଶିକ୍ଷକ କବିରାଜ ଙ୍କ ମୃତ୍ୟୁ


ଫୁଲବାଣୀ-(ସୁନୀଲପଟନ।ୟକ) କରେ । ନାରେ କନ୍ଧମାଳ ଜିଲ୍ଲାରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।ଶୁକ୍ରବାର
ଚକାପାଦ ବ୍ଲକ ର ଏଲ ବପଲମେଣ୍ଡି ପଞ୍ଚାୟତର ପାନାବାଡି ଗ୍ରାମର କବିରାଜ କହରଙ୍କ କରନା ରେ ଫୁଲବାଣୀ କୋଭିଡ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । କବିରାଜ ଗତ ମାସ ୧୩ ତାରିଖ ଠାରୁ କୋଭିଡ ଆକ୍ରାନ୍ତ ହୋଇ ଚିକିସ୍ଥିତ ହେଉ ଥିଲେ. Iସେ ଚକାପାଦ ବ୍ଲକ ନନ୍ଦିନୀ ଉପ୍ରା ସ୍କୁଲ ରେ ଶିକ୍ଷକ ଥିଲେ. ତାଙ୍କର ସ୍ତ୍ରୀ ଓ ଗୋଟେ 7 ବର୍ଷ ର ଝିଅଟିଏ ଅଛି। କବିରାଜ ଜଣେ ଶାନ୍ତ୍ ଶିଷ୍ଟ, ମେଳାପି.ତଥା ଆଦର୍ଶ ଶିକ୍ଷକ ଥିଲେ ।
ତାଙ୍କର ମୃତ୍ୟୁ ରେ ବପଲମେଣ୍ଡି ପଞ୍ଚାୟତ ରେ ଶୋକର ଛାୟା ଖେଳି ଯାଇଛି. Iଏଲ ବପଲମେଣ୍ଡି ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସାରଳା କହର ଏବଂ ଶିକ୍ଷକ ସଂଘ ଗ୍ରାମବାସୀ ପ୍ରମୁଖ କବି ରାଜଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରୀ ବାର ଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ମୃତକବିରାଜ ଙ୍କ ପରିବାରକୁ ତୁରନ୍ତ ସରକାରୀସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Leave a comment

Your email address will not be published. Required fields are marked *