#Uncategorized

ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସେବା ପରିବର୍ଦ୍ଧିତ । ଆଜିଠୁ ପରବର୍ତ୍ତୀ ଆଦେଶ ଯାଏ ଜାରି ରହିବ ବିଶେଷ ଟ୍ରେନ ସେବା । ଭୁବନେଶ୍ବରରୁ ପ୍ରତିଦିନ ସନ୍ଧ୍ୟା ୫ଟା ୩୦ରେ ଛାଡ଼ିବ ଟ୍ରେନ୍‌ । ବାଙ୍ଗିରୀପୋଷିରୁ ଭୋର ୪ଟା ୨୦ରେ ଭୁବନେଶ୍ବର ଅଭିମୁଖେ ଛାଡ଼ିବ ଟ୍ରେନ୍

Leave a comment

Your email address will not be published. Required fields are marked *