#Breaking News

ଏଵିଭିପି ରାଜ୍ୟ କାର୍ଯ୍ୟ କାରିଣୀ ରେ କନ୍ଧମାଳ ର ୩ ମନୋନୀତ


ଫୁଲବାଣୀ (ସୁନୀଲ ପଟନାୟକ )
ଏ ବି ଭି ପି ର ଛୟାଳିସି ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱର ର ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଟିତ ହେଇଯାଇଛି l
ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଏବଂ କନ୍ଧମାଳ ର ଛାତ୍ରୀ ନେତ୍ରୀ ଅହଲ୍ୟା ମାଝୀ, ସଞ୍ଜନା କହଁର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୟନ ହେଇଛନ୍ତି l ଜିଲ୍ଲାର ଏହି କାର୍ଯ୍ୟକର୍ତ୍ତା ଙ୍କୁ ନୂତନ ଦାଇତ୍ୱ ପାଇଥିବା ହେତୁ ଏ ଵି ଭି ପି କନ୍ଧମାଳ ଜିଲ୍ଲା ତରଫରୁ ଅଭିନନ୍ଦନ ଜଣାଯାଇଛି lଏମାନଙ୍କ ଦl ଇତ୍ବ ଗ୍ରହଣ ପରେ ଏ ଵି ଭି ପି ଅଧିକ ମଜଭୁତ ହେବ ବୋଲି କୁହାଯାଇଛି l

Leave a comment

Your email address will not be published. Required fields are marked *