ବଜ୍ରପାତରେ ଚାଲିଗଲା ଜୀବନ ।

admin | April 29, 2020 | 79 views |0 | Exclusive

ଆଠଗଡ ରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଓ ଘଡଘଡି ହେବା ଯୋଗୁ ଜଣେ ବ୍ୟକ୍ତିଙ୍କ ଚାଲିଯାଇଛି ଜିବନ, ଅନ୍ୟ ତିନିଜଣ ଆହତ ହୋଇଛନ୍ତି, ପଶ୍ଚିମ ପଟୁ ଏହି ବର୍ଷା, ପବନ ଆସି ଘାଂଟିଥିଲା ଅଧଘଣ୍ଟା ପର୍ୟ୍ଯନ୍ତ, ଆଠଗଡ ବ୍ଲକ ସମାସରପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ହଟାତ କଳାହାଣ୍ଡିଆ ବର୍ଷା ସାଙ୍ଗକୁ ପବନ ବହିଥିଲା ଓ ଘଡଘଡି ମାରିଥିଲା,

ଏହି ଲୋକମାନେ ଆଉ ଗ୍ରାମକୁ ଯାଇନପାରି ବିଲରେ ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ ଚାରିଜଣ ଯାକ ଲୋକ,ଘଟଣା ସ୍ଥଳରେ ଟୁନା ବିଶ୍ବାଳଙ୍କ ମୃତୁ ଘଟିଥିବା ବେଳେ ଆହତ ହୋଇଥିଲେ ଜ୍ଞାନ ରାଉତ,ସାନୁ ଗଣ୍ଠିଆ, ରଜତ ରାଉତ।ବର୍ଷା ଛାଡିବା ପରେ ମୃତକ ଓ ଆହତଙ୍କୁ ଆଠଗଡ ମେଡିକାଲ ରେ ଭର୍ତି କରାଯାଇଥିଲା, ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି,ଏହି ଘଟଣା ନେଇ ସମ ସରପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share this

Related Posts

୧୦ ବର୍ଷର ଅପେକ୍ଷା…ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

Udaya_Labanya | May 19, 2023 | 9 views |0

ଅନୁଗୁଳ ( ଉଲ୍ଲାପ୍ର )ସାବିତ୍ରୀ…ସ୍ୱାମୀ ସତ୍ୟବାନ୍‌ଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିଲେ। ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ, ଯିଏ ସ୍ୱାମୀଙ୍କ ବାଟକୁ ୧୦ ବର୍ଷ ହେଲା ଚାହିଁ ରହିଥିଲେ।ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ…

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 50 views | 1

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

Leave a Reply

Your email address will not be published. Required fields are marked *

Archives

Categories