#Uncategorized

ଏସପିଙ୍କ ଦ୍ଵାରା ମିଷ୍ଟର କନ୍ଧମାଳ ଦିଲିପ ପାତ୍ର ସମ୍ବର୍ଦ୍ଧିତ

ଫୁଲ ବାଣୀ- (ସୁନୀଲ ପଟନାୟକ) ମିଷ୍ଟର କନ୍ଧମାଳ ଟାଇଟଲ ହାସଲ କରିଥିବା 6ହାମଗାର୍ଡ ଦିଲ୍ଲିପ କୁମାର ପାତ୍ରଙ୍କୁ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।
ଦିଲ୍ଲିପ ବାଲିଗୁଡ଼ା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବାଲିଗୁଡା ଏସ୍ ଡିପିଓ ମନୋଜ ପୂଜାରୀ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।
ସେହିପରି ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ମଧ୍ୟ ଦିଲ୍ଲିପଙ୍କ କୃତିତ୍ଵ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଏହା ଦ୍ଵାରା
ଦିଲ୍ଲୀପ ବେଶ ଉତ୍ସାହିତ ହୋଇଥିବା କହିବା ସହ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଟାଇଟଲ ହାସଲ କରିବାପାଇଁ ଉଦ୍ୟମ ଜାରୀ ରଖିବେ ବୋଲି କହିଛନ୍ତି।

Leave a comment

Your email address will not be published. Required fields are marked *