#Breaking News #Uncategorized

ବନପାଳଙ୍କ ଅକାଳ ବିୟୋଗ ରେ ଶୋକ

.
ଫୁଲବାଣୀ-ସୁନୀଲ ପଟନାୟକ )ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେ ଜଂଅଧିନ ନୂଆ ପଦର ସେକସ ନ ରେ ବନପାଳ ଭାବେ କାର୍ଯ୍ୟ କରୁଥିବା ବନପାଳ ରଙ୍କ ନିଧି ନାୟକଙ୍କ ୪୬ଙ୍କଆକାଳ ବିୟୋଗରେ ଡିଏଫଓ ଲକ୍ଷ୍ମୀଧର ବେହେରା , ଫିରିଙ୍ଗିଆରେ ଜଂର ବିଜୟ କୁମାର ମଲ୍ଲିକ ଙ୍କ ସମେତ ସହକର୍ମୀମାନେ ଗଭିର ଶୋକବ୍ୟକ୍ତ କରିବା ସଙ୍ଗେସଙ୍ଗେ ଶୋକସନ୍ତ୍ରପ୍ତ ପରିବାରବର୍ଗଙ୍କ ପ୍ରତି ଗଭିର ସମବେଦନା ଜ୍ଞାପନ କରିଛନ୍ତି ।
ସ୍ଵର୍ଗତ ନା ଏକ ଜଣେ କର୍ମ ଠ, ମିଷ୍ଟ ବାସୀ, ମେଳ । ପୀଓପର ପୋକାରି ବ୍ୟକ୍ତି ଥିଲେ ବୋଲି ଡିଏଫଓ ବେହେରା ଓ ରେ ଜଂର ମଲ୍ଲିକ କହିଛନ୍ତି ।
ସ୍ଵର୍ଗତ ରଙ୍କନିଧି ନା ଏକଙ୍କ ଘର ଟିକା ବାଲି ତେନ୍ତୁଳି ଗଡ଼ ଅଞ୍ଚଳରେ। ଗତ ବର୍ଷ ବନରକ୍ଷୀ ରୁ ବନପାଳକୁ ପ୍ରମୋଶନ ପାଇଥିଲେ।
ସେ ବ୍ରେନମେଲେରିଆରେ ପିଡିତ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଫୁଲବାଣୀ ଓ ପରେ ବ୍ରହ୍ମ ପୁରନେବା ବାଟରେ ସୋମବାର ମୃତ୍ୟୁ ଘଟିଥିଲା। ନିଜ ଗ୍ରାମ ତେନ୍ତୁଳୀ ଗଡ଼ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମୟରେ ବନ ବିଭାଗ କର୍ମଚାରୀ ଅଫିସର ପରିବାର ସଦସ୍ୟ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *