#Breaking News #Uncategorized

ଭୁବନେଶ୍ୱର ରେ ଗୋଟିଏ ନମ୍ବରରେ ଦୁଇଟି ଗାଡି,ଅସଲି କୋଉଟା ଓ ନକଲି କୋଉଟା


ଭୁବନେଶ୍ୱର(ଉଲାପ୍ର)ଭୁବନେଶ୍ୱର ରେ ଗୋଟିଏ ନମ୍ବରରେ ଦୁଇଟି ଗାଡି ଚାଲିଛି,ଗୋଟିଏ ଅସଲି ଆଉ ଗୋଟିଏ ନକଲି,ତେବେ କୋଉଟା ଅସଲି ଓ କୋଉଟା ନକଲି ତାହା କେବଳ ଆର୍ଟିଓ କହି ପାରିବେ,ଗତ ଏକବର୍ଷ ହେଲା ଆର୍ମି ଲେଖାଥିବା ଗୋଟିଏ ଗାଡି ଓ ପ୍ରେସ ଲେଖାଥିବା ଗୋଟିଏ ଗାଡି ଏପରି ଦୁଇଟି ଗାଡି ଭୁବନେଶ୍ୱର ରେ ଘୁରି ବୁଲୁଛି,କମିଶନରେଟ ପୋଲିସ ଦେଖୁଛି ଏହି ଗାଡିକୁ ହେଲେ କେହି ଧରୁ ନାହାଁନ୍ତି ଗାଡି ଟିକୁ,ତେବେ ଯାହା ଜଣାପଡୁଛି ଏହି ଗାଡିର ମାଲିକ କୁଆଡେ ମାଗମା ଫାଇନାନ୍ସ ରେ କାମ କରୁଛନ୍ତି,ସିଏ କୁଆଡେ ଜଣେ ଏକ୍ସ ଆର୍ମି ର ଲୋକ ବୋଲି ଜଣାପଡିଛି,ଏବେ ଯାହା ଶୁଣିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ ପୋଲିସ ନୟାପଲି ଥାନା ଏହି ଗାଡିକୁ ଜବତ କରିବା ସହିତ ଆସମୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି, ଘଟଣାଟି ଭୁବନେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave a comment

Your email address will not be published. Required fields are marked *