#Breaking News

ଜଳ ଜୀବନ ମିଶନ ର ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଂଚାୟତ ରେ ୧୧ ଟି ଗ୍ରାମ ର ଜଳ ଓ ପରିମଳ କମିଟି ଓ ଗ୍ରାମ୍ୟ କାର୍ଯ୍ୟ ଯୋଜନା ର ଗ୍ରାମ ସଭା ରେ ଅନୁମତି ତ ହୋଇଯାଇଛି ନିଜିଗଡ଼ ଗ୍ରାମ ପଂଚାୟତ ସରପଞ୍ଚ ପ୍ରଭାକର ମିଶ୍ର ଙ୍କ ସଭା ପତିତ୍ବ ରେ ୧୧ ଟି ଗ୍ରାମ ର ୪୪ ଜଣ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ସାମାଜିକ କର୍ମୀ ତଥା ଆଇନଯିବି ଦେବଦତ୍ତ ମଳୟ କୁମାର ବରାଳ ଜଳ ଜୀବନ କମିଟି ସମ୍ପର୍କ ରେ ଅବଗତ କରାଇ ଥିଲେ ଏଥିରେ ଅତିଥି ଭାବେ ସ୍ବର୍ଣ୍ଣ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ପ୍ରଫେସର କୁଳମଣି ବାରିକ ଶିକ୍ଷାବିତ ସୁବାସିନୀ ମିଶ୍ର ଅଧ୍ୟାପକ ଉମାକାନ୍ତ ସାହୁ ସମାଜସେବୀ ମାୟାଧର ଦାସ , ଅମିନ କୁମାର ନାୟକ ଯୋଗଦେଇଥିଲେ କାର୍ଯ୍ୟ କ୍ରମ କୁ ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ରଜବନ୍ଧୁ ପଟ୍ଟନାୟକ , ଗ୍ରାମ ରୋଜଗାର ସେବକ ସୁନୀଲ କୁମାର ସାହୁ ଓ ସର୍ବେଶ୍ୱର ଦେବତା କାର୍ଯ୍ୟ କ୍ରମ ପରିଚନ କରିଥିଲେ ଏଥିରେ ବଢିଆ ,ହରିଚନ୍ଦନପୁର , ମଢେଇପଡା , କନପଡା , ପାର୍ବତୀପୁର , ଉସ୍ତାନାରାୟଣପୁର , ନିଜିଗଡ଼ , ବାଲିସାହି ଓ ବଉଳ ସାହି , ମୁସଲିମ ବସ୍ତି ର ପ୍ରତି ନିଧି ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *