#Uncategorized

*ନୀଳଗିରି : ମଧ୍ୟରାତ୍ରିରେ ଅଙ୍ଗନବାଡି କେନ୍ଦ୍ର ଜାଳିଦେଲେ ଦୁର୍ବୃତ୍ତ , ଧୂବଶୀଳ ପଞ୍ଚାୟତ ଅଫିସ୍ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ର ଜାଳିଲେ ଦୁର୍ବୃତ୍ତ , ବିଭିନ୍ନ ବିବାଦ କାରଣରୁ ଅଙ୍ଗନବାଡି କେନ୍ଦ୍ର ପିଲା ପଢୁନଥିବା ସୂଚନା ,କେନ୍ଦ୍ର ଜାଳିବା କାରଣ ଅସ୍ପଷ୍ଟ , କ୍ଷୟକ୍ଷତିର ସୂଚନା ମିଳିନାହିଁ*

Leave a comment

Your email address will not be published. Required fields are marked *