ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

Udaya_Labanya | August 4, 2020 | 0

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ […]

ଆଠଗଡ଼ ଗଦାସାହିର ଭାଇଚାରାର ନିଦର୍ଶନ

admin | January 8, 2020 | 0

ମୋ ସାହି ଗଦାସାହିର ଭୋଜି,ଭାଇ ଚାରାର ନୂଆ ନିଦର୍ଶନ,ଗତ କିଛିବର୍ଷ ହେଲା ଆଠଗଡ ସହରରେ ଗଦା ସାହି ଏହି ଭୋଜି ଆରମ୍ଭ କରିଥିବାବେଳେ ଏହାକୁ ଅନୁକରଣ କରିଛନ୍ତି ଅନ୍ୟ ସାହି ମାନେ,ହିନ୍ଦୁ,ମୁସଲିମ ଭାଇଚାରାର ବାର୍ତା ମିଳେ କେବଳ ଏହି ସାହିରୁ,ଯଦି ଜାତି କଥା କହିବା ଏହି ସାହିରେ ଅଛନ୍ତି ବଢ଼େଇ,କମାର,ଗଉଡ଼, ଜ୍ୟୋତିଷ,କୈବର୍ତ୍ତ, ବୈଷ୍ଣବ,ଭଣ୍ଡାରି, ବ୍ରାହ୍ମଣ,କରଣ, ମୁସଲିମ,ତେଲି, ଧୋବା ଏମିତି ଆହୁରି ଅନେକ,କେବଳ ସେତିକି ନୁହେଁ ଏହି ସାହିରେ ଯେଉଁମାନେ ଭଡ଼ାରେ ଅଛନ୍ତି […]

ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

admin | December 25, 2019 | 0

ଭୁବନେଶ୍ବର: କମ୍ ବୟସ୍କ ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁସାରେ, ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ। ଏନେଇ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ […]

Archives

Categories