#Breaking News

ପ୍ରେସକ୍କବ ପକ୍ଷରୁ କ୍ରିକେଟ ଖେଳାଳୀ ସମ୍ବର୍ଦ୍ଧିତ


ଫୁଲ ବାଣୀ-୨/୧୧(ସୁନୀଲପଟନାୟକ)
ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ସହୀଦସ୍କୃତିରେ ଗତ ୩୦ ତାରିଖ ଦିନ ଅନୁଷ୍ଠିତ ପୋଲିସ ଏକାଦଶ ମିଡ଼ିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚରେ ମିଡ଼ିଆ ଏକାଦଶ ଉତ୍ତମ ଖେଳ ପ୍ରଦର୍ଶନ କରି ୩୨ରନ ରେ ବିଜୟ ଲାଭ କରିଥିଲା। ଫଳରେ ମିଡ଼ିଆ ଏକାଦଶ ଟିମ ଲିଡ଼ କରିଥିବା କ୍ୟାପଟେନ ରଂଜନ ଦାସ ଯାହାଙ୍କ ସୁପରିଚାଳନା, ଖେଳାଳୀଙ୍କୁଉତ୍ତମ ଦିଗଦର୍ଶନ, ଦେବାସହ ନିଜେ ମଧ୍ୟ ଉତ୍ତମ ବୋଲିଙ୍ଗ ପ୍ରଦର୍ଶନ କରି ୱ୍ୱକେଟ ନେଇଥିଲେ। ସେହିପରି ଧୁଆଁ ଧ।ର ବ୍ୟାଟିଙ୍ଗ ଓ ବୋଲିଙ୍ଗ କରି ଦଳକୁ ବିଜୟୀ କରିଥିଲେ ଶିବ ନାୟକ, ସୁନ୍ଦର ଓ ଆକର୍ଷଣୀୟ ଫିଲଡିଙ୍ଗ ଓ ବ୍ୟାଟିଙ୍ଗ କରି ଥିଲେ ଦଳର ଭାଇସ କ୍ୟାପଟେନବାଳକୃଷ୍ଣଚର୍ଚୀ, ସେହିପରି ଭଲ ଖେଳ ପ୍ରଦର୍ଶନ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ ଯୁବ ଖେଳାଳୀକାହ୍ନା ଦିଗ ଲ । ଫଳରେ ଏହି ୪ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ପ୍ରେସକ୍ଲ୍କ୍ବବ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଯେପରି ଅଧିକ ଭଲ ଖେଳ ପଦର୍ଶନ କରିପାରିବେ ସେ ଦିଗରେ ଅଭ୍ୟାସ ଜାରୀ ରଖିବାକୁ ସଭାପତି ସୁନୀଲ ପଟ୍ଟନାୟକ ପରାମର୍ଶ ଦେଇଥିଲୋ
ସେହିପରି କ୍ରୀଡାହିଁ ଏକମାତ୍ର ମାଧ୍ୟମ ଯାହାକି ପରସ୍ପର ମଧ୍ୟରେ ଭାତୃତ୍ଵ ଭାବ ସୃଷ୍ଟି କରିବା ସହ ଖେଳାଳୀଙ୍କୁ ମାନସୀ କଓଶାରିରୀକ ଭାବେ ସୁସ୍ଥ ରଖିବାରେ ସହାୟକ ହେବ ବୋଲି କହିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପ୍ରଶାନ୍ତ କୁମାର ବେହେରା ଉପସଭାପତି ସତ୍ୟନାରାୟଣ ବେହେରା, କ୍ୟାପଟେନ ରଂଜନ ଦାସ ପ୍ରମୁଖ ଯୋଗ ଦେଇ ସମସ୍ତ ଖେଳାଳୀମାନଙ୍କୁଅଭିନନ୍ଦନ ଜଣାଇବା ସହ ଉତ୍ସାହୀତ ମଧ୍ୟ କରି ଥିଲେ।
ସହ ସଂପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରେସକ୍ଲବ ସଦସ୍ୟ ତ୍ରିନାଥ ସାହୁ, ପ୍ରଶାନ୍ତ ଜେନା, ପ୍ରଶାନ୍ତ ପଣ୍ଡା, କାହ୍ନୁଚରଣ ଶତପଥି, ଜୟ ସେ ନସପରୀଡା,ହୁରଂଜନ ସେଠୀ, ବଦ୍ୟନାଥ ନାଏକ, ଆଦିତ୍ୟ ତ୍ରିପାଠୀ, ଶିବ ନା ଏକ ,ସନ୍ତୋଷ ବେହେରା,କାହ୍ନା ପଟ୍ଟନାୟକ,ସିପୁନ, ବିକାଶ, ଲୋକନାଥ ରାଜୁ, ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥି6ଲ।

Leave a comment

Your email address will not be published. Required fields are marked *