#Breaking News

ବିଜୟାଦଶମୀ ରେ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ


Topic:(୧୫/୧୦/୨୦୨୧) ଆଜି ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ଦଶହରା ରେ ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । ବିଜୟାଦଶମୀ ଥିବାରୁ ମାଙ୍କର ରାଜରାଜେଶ୍ୱରୀ ବେଶ କରାଯାଇଥିଲା ।ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।ଆଜି ମା ଙ୍କର ପୂର୍ଣହୁତି ଉସ୍ଛବ ପାଳନ କରାଯାଇଛି ।

Leave a comment

Your email address will not be published. Required fields are marked *