#Breaking News #Uncategorized

ବିଜୁ ଶ୍ରାଦ୍ଧ ଦିବସରେ କରେ। ନା ସଚେତନତା କରିବା ସହ ମାସ୍କ ପିନ୍ଧାଇଲେ ବିଧାୟକ


ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ଥିଲା ପ୍ରବାଦ ପୁରୁଷ ତଥ। କଳିଙ୍ଗ ବୀର ବିଜୁବାବୁଙ୍କ ୨୪ ତମ ଶ୍ରାଦ୍ଧ ଦିବସ।
ଏହି ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫୁଲବାଣୀର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ସେଠାରେ କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକରିବା ଲାଗି ପରାମର୍ଶ ଦେଇଥିଲେ ।
ମାସ୍କପିନ୍ଧି ନ ଥିବା ଲୋକଙ୍କୁ ନିଜେ ମାସ୍କ ପିନ୍ଧାଇ ଦେଇଥିଲେ ।. ମାସ୍କ ପିନ୍ଧି ନିଜେ, ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ସମାଜ ମଧ୍ୟ ସୁରକ୍ଷିତ ରହିବ ବୋଲି କହିଥିଲେ ବିଧାୟକ କହଁର,I
ବିଧାୟକ କହଁରଙ୍କ ଏଭଳି ସଚେତନତ। କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କର। ଯାଇଛି। ସେହିପରି ବିଧାୟକ ଦେଖି ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କର୍ଣ୍ଣ ଓ ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା ମଧ୍ୟ ମାସ୍କପିନ୍ଧିବା ନେଇ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧାଇଥିଲେ।

Leave a comment

Your email address will not be published. Required fields are marked *