#Breaking News

ରଶି ଲଗାଇ ଛାତ୍ରୀ ର ଆତ୍ମହତ୍ୟା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଦାରିଂବାଡ଼ି ଥାନା ଅଧୀନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକ ରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l
ମୃତ ଛାତ୍ରୀ ଜଣଙ୍କ ହେଲେ ଅରେଙ୍ଗା ନାୟକ ଙ୍କ ଝିଅ ପିଣ୍ଟିକା ନାୟକ ବୋଲି ଜଣାପଡିଛି l ସୂଚନା ଯୋଗ୍ୟ ଯେ ପିନଟୀକା କୁ ପାଠ ପଢିବାକୁ କହି ବାପା ମା କୌଣସି କାମରେ ବାହାରକୁ ଯାଇଥିଲେ l ଘରକୁ ଫେରିଦେଖିବାବେଳେ ଝିଅ ଘରର ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଛି l ଏ ନେଇ ପରିବାର ଲୋକେ ଦାରିଂବାଡ଼ି ଥାନାରେ ଜଣାଇଥିଲେ l
ଦାରିଂବାଡ଼ି ପୋଲିସ୨ /୨ ୨ ରେ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବାସହ ମୃତ୍ଯୁ ର କାରଣ ଖୋଜୁଛି l ତଦନ୍ତପରେ ପ୍ରକୃତ କାରଣ ଜଣାପଡ଼ିବବୋଲି ପୋଲିସ କହିଛି l

Leave a comment

Your email address will not be published. Required fields are marked *