#District #Social #State

କେନ୍ଦ୍ର ସରକାରଙ୍କ ତରଫରୁ ସାରା ରାଜ୍ୟରେ ୩୦ଗୋଟି ଜିଲ୍ଲାରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ଆଠଗଡ ବ୍ଲକ ଅନ୍ତର୍ଗତ ଆଁକୁଲା ଠାରେ ବି ପି ସି ଏଲ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜେପି ନେତା ମନ୍ମଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଜ୍ଜଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ସରକାରଙ୍କ ତରଫରୁ ସାରା ରାଜ୍ୟରେ ୩୦ଗୋଟି ଜିଲ୍ଲାରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ଆଠଗଡ ବ୍ଲକ ଅନ୍ତର୍ଗତ ଆଁକୁଲା ଠାରେ ବି ପି ସି ଏଲ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜେପି ନେତା ମନ୍ମଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଜ୍ଜଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ମୃତି ଇରାଣୀ ଙ୍କ ସହ ଓଡ଼ିଶାର ମହିଳା ମାନେ ସିଧାସଳଖ କଥା ହୋଇ ନିଜର ସୁଖ ଦୁଃଖ ଆଲୋଚନା କରି ଥିଲେ।କେନ୍ଦ୍ର ସରକାର ୬ଲକ୍ଷ ପରିବାର ଙ୍କୁ ଗ୍ୟାସ ଯୋଗାଇ ଦେଇଥିବା ବେଳେ ଚଳିତ ବର୍ଷ ଆଠ ଲକ୍ଷ ପରିବାରକୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛି ଗ୍ୟାସ ମନ୍ତ୍ରଣାଳୟ।ଏହି ଉତ୍ସବରେ ଆଜି ଆଠଗଡ ବ୍ଲକ ରେ ପ୍ରାୟ ଦୁଇ ହଜାର ହିତାଧିକାରୀ ଙ୍କୁ ଗ୍ୟାସ ଯୋଗାଈ ଦିଆଯାଇଛି।

Leave a comment

Your email address will not be published. Required fields are marked *