#Breaking News #Uncategorized

କୋଭିଡ଼ନିୟମ ଭଲଙ୍ଘନ ବିବାହ ଭୋଜୀ ଉପରେ ଚଢାଉ, ୨୦ ହଜାର ଜରି ମାନା ଆଦାୟ


ଫୁଲ ବାଣୀ- (ସୁନୀଲ ପଟନାୟକ) କୋଭିଡ଼ନିୟମକୁ ଫୁ କରି ବିନା ଅନୁମତିରେ ବିବାହ ଭୋଜୀ ଆୟୋଜନ କରାଯାଉଥିବା ବେଳେ ଖବର ପାଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରି କୌଶିକ ମାଝି ଚଢ଼ାଉ କରି ଗୃହକର୍ତା ମହେଶ୍ଵର ପ୍ରଧାନ ଙ୍କ ଠାରୁ ୨୦ ହଜାର ଟ ଙ୍କା ଜରିମାନ । ଆଦାୟ କରିଛନ୍ତି ।
ସ୍ଥଚନାଯୋଗ୍ୟଯେ ଦାରିଙ୍ଗବାଡିବ୍ଲକ ପ୍ଲିହେରୀ ପଞ୍ଚାୟତର କିଲା ବାଡ଼ି ଗ୍ରାମରେ ବାହାଘର କାର୍ଯ୍ୟକ୍ରମ ହେଉଥିଲା। ଏହି ବିବାହରେ ଶତାଧିକ ଲୋକ ଯୋଗ ଦେଇଥିବାବେଳେ ନାଥିଲା ସାମାଜିକ ଦୂରତା ନାଥିଲାସ ମସ୍ତଙ୍କ ମୁହଁରେ ମାସ୍କ।କୋଭିଡ଼ ନିୟମକୁ ସିଧା ସିଧା ଉଲଙ୍ଘନ ହେଉଥିଲା। ପୋଲିସ ଓ ତହସିଲଦାରଙ୍କୁ ଦେଖି ଭୋଜି ଖାଇବାକୁ ଆସିଥିବା ଲୋକେ ପ୍ରାଣ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡିପଳାଇଥିଲେ ।
ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ଏତେ ସଚେତନତା ସତ୍ତ୍ଵେ କିଛି ଅମାନିଆ ଲୋକଙ୍କ ଏଭଳି ବେ ପରୁଆ କାରବାର ଯୋଗୁଁ ଜିଲ୍ଲାରେ କରେ।ନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୋଲିସ ଓ ପ୍ରଶାସନ ଅଧିକ ସତର୍କ ଦୃଷ୍ଟି ରଖିବା ସହ ଆମାନିଆ ଙ୍କ ପ୍ରତିଶକ୍ତ କାରାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *