#Breaking News #Uncategorized

କନ୍ଧମାଳରେ ଟିଏମସି ଖୋଲିବା ନେଇ ସ୍ଥାନ ଚିହ୍ନଟ

,
ଫୁଲବାଣୀ,-(ସୁନୀଲ ପଟନ।ୟକ)
କରେ । ନାର ଦ୍ଵିତୀୟ ଲହର ପ୍ରଭାବରେ କନ୍ଧମାଳ ଜିଲାଗ ବିଭିନ୍ନ ସ୍ଥାନରୁ ବର୍ତମାନ ସୁଧା ୫୦ରୁ ଉର୍ଦ୍ଧ୍ଵ କରେ । ନାରେ ଆକ୍ରାନ୍ତ ହୋଇ ଘରେ ସଂଗ ରୋଧରେ ରହି ଚିକିତ୍ସିତ ହେଉଛନ୍ତି ।ପଜିଟିଭ ସଂଖ୍ୟା ଆଗକୁ ଆହୁରି ବଢିବା ସମ୍ଭାବନା ରହିଛି । ଏପଟେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ମଧ୍ୟ ଆରମ୍ଭ ହେଲାଣି। କରେ। ନା ଦ୍ଵିତୀୟ ଲହର ସକ୍ରମଣ ରାଜ୍ୟ ବାହାରେ ବଢି ଚାଲିଥିବାରୁ ଜିଲ୍ଲାରୁ ।ରାଜ୍ୟବାହାରକୁ ଯାଇଥିବା ପ୍ରବାସି ଓଡ଼ିଆମାନେ ପୁଣି ଜିଲ୍ଲାକୁ ଫେରୁଥିବା ଫଳରେ ପଜିଟିଭ ସଂଖ୍ୟା 6 ଢର ବଢିବା ଆଶଙ୍କା କରୁଛି ପ୍ରଶାସନା । ଏହାକୁ ଦୃଷ୍ଟିରେ ରଖି ଟି ଏମସି ବା ଅସ୍ଥାୟି ସ୍ଵାସ୍ଥ୍ୟ ଶିବୀର ମାନ ଖୋଲିବା ନେଇ ଆଗୁଆ ପଦକ୍ଷେପମାନ ଗ୍ରହଣ କରୁଛି ପ୍ରଶାସନା
ଜିଲାପାଳ ଡା. ବୃନ୍ଦା ଡ଼ି ରବିବାର କନ୍ଧମାଳ ଜିଲାର କେତେକ ସ୍ଥାନରେ ଟିଏ ମସି ସେଣ୍ଟର ଖୋଲିବା ନେଇ ସ୍ଥିତି ଅନୁଧ୍ୟ୍ୟ ।ନ କରି ଛନ୍ତି ।
କନ୍ଧମାଳ ଜିଲ୍ଲାର କନୁଆଗାଁ ବ୍ଳକର ସାରଙ୍ଗଡ଼ ଯୁକ୍ତ୨ମହାବିଦ୍ୟାଳୟରେ ଟିଏମସି ଖୋଲିବା ନେଇ ସ୍ଥିତି ପରଖିଥିଲେ ଜିଲ୍ଲାପାଳ ଡାବୃନ୍ଦା ଡି। ଅନ୍ୟମାନଙ୍କ ମଧ୍ୟରେ ବିଡିଓ, ଏସ.କେ ପାତ୍ର,ସହକାରୀ ଯନ୍ତ୍ରୀ ଇଂ ବିଜୟ କୁମାର କେରକେଟା ..କନିଷ୍ଠ ଯନ୍ତ୍ରୀ, ଗ୍ରାମସେବକ ପ୍ରମୁଖ ଉପସ୍ଥିତ ଥିଲେ ।
ବର୍ତ୍ତମାନ ଜିଲ୍ଲାରେ ୪୭ ଜଣ କରେ । ନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪ଟି ସ୍ଥାନରେ ପ୍ରଶାସନ ମାଇକ୍ରୋକଣ୍ଚେନମେଣ୍ଟ ଘୋଷଣା କରିଛନ୍ତି ।
କରେ ।ନାରେ ଏ ଯାଏ ୬୦୦୮ କରେ ନା ପଦିଟିଭଚିହ୍ନଟ ହୋଇଥିବାବେଳେ ୫୯୨୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି କରେ । ନା ପ୍ରଥମ ପର୍ଯ୍ୟାୟରେ ସଂକ୍ରମିତ ହୋଇ ୩୩ଜଣଙ୍କ ମୃତ୍ୟୁ ଘଟିଥିଲା।
କରୋନାର ଦ୍ୱିତୀୟ ଲହରକୁ ମାତ ଦେବାଲାଗି ମାସ୍କ ପିନ୍ଧିବା । ସାମାଜିକ ଦୂରତାରକ୍ଷାକରିବା ଓ ହାତକୁ ବାରମ୍ଵାର ଧୋଇ ସଫା ରଖିବା ଉପରେ ପ୍ରଶାସନ ଗୁରୁତ୍ଵ ଦେଉଛି ।

Leave a comment

Your email address will not be published. Required fields are marked *