#Breaking News

କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ମିଳିଲା ଆର୍ଥୀକ ସହାୟତା

ଫୁଲବାଣୀ-(ସୁନୀଲ ପଟନାୟକ)
କରୋନାରେ ମୃତ୍ୟୁବରଣ କରିଥିବା କନ୍ଧମାଳ ଜିଲ୍ଲାକ, ନୂଆଗାଁ ବ୍ଳକ ଅଞ୍ଚଳର ସାମ୍ବାଦିକ ସୁଦାମ ନାୟକଙ୍କ କରେ।ନା ରେ ମୃତ୍ୟୁ ହୋଇଥିଲା ସେ ପ୍ରମେୟ ଖବର କାଗଜର ବ୍ଳକ ପ୍ରତିନିଧିଥିଲେ । ଆଜି ବୁଧବାର ମୃତ ସୁଦାମ ନାୟକଙ୍କ ପତ୍ନି ଲିଲିମା ନାଏକ
ଙ୍କୁ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ ।
ଏଥି ପୂର୍ବରୁ ପ୍ରମେୟର ଜିଲ୍ଲା ପ୍ରତିନିଧି ତା
ରିଣୀ ଚରଣ ପାଢି ଓ ଆଶୁତୋଷ ବେହେରା ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ଓ ତାଙ୍କର ପରିବାରଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡ଼ି ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।
ଫଳରେ ପ୍ରେସ କ୍ଳବ ଓ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Leave a comment

Your email address will not be published. Required fields are marked *