#Breaking News

ଅଙ୍ଗଦାନ କଲେ ନବବିବାହିତ ଦମ୍ପତି

ଆଠଗଡ(ଉଲାପ୍ର)ଆଠଗଡ଼ ଲୋକ ସେବକ ମଣ୍ଡଳ ର ରାଷ୍ଟୀୟ ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ ତତ୍ୱାବଧାନ ରେ ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ର ସଭାପତି ସୁଧାଂଶୁ ଶେଖର ସାହୁ, ଏବଂ ସୁନୀଲ ବାରିକ ର ଉପସ୍ଥିତ ରେ ଆଠଗଡ଼ ର ବ୍ଲକ ର ସମସରପୁର ଗ୍ରାମ ର ଚୈତନ୍ୟ ସେଠି ଙ୍କ ପୁତ୍ର ଶେଖ ଅଭିଷେକ ଏବଂ ତାଙ୍କ ପତ୍ନୀ ସୁନିତା ସେଠି ନିଜର ବିବାହ ଉତ୍ସବ ରେ ନିଜର ଅଙ୍ଗ ଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇ ପାରିଛନ୍ତି..

Leave a comment

Your email address will not be published. Required fields are marked *