କନ୍ଧମାଳ ଗୋଛାପଡା ଉମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ…

Udaya_Labanya | July 10, 2021 | 0

୨ଜବାନ ଗୁରୁତର,ଫୁଲ ବାଣୀ- (ସୁନୀଲ ପଟନାୟକ)ଶନିବାର କନ୍ଧମାଳ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ ଏ ସଓଜି ଡିଭିଏଫ ଜବାନମାନେ କମ୍ବିଙ୍ଗ ଅପରେ ସନ ବେଳେ ମାଓବ।ଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବାଜି ଦୁଇ ଜଣ ଜବାନ ଗୁରତର ଆହତ ହୋଇଥିଲେ।ସେ ଦୁଇ ଜଣକୁ ଜଙ୍ଗଲ ମଧ୍ୟରୁ ବାହାରକୁ ଅଣାଯାଇଥିଲା।କଣ୍ଟାମାଳ ନିକଟରୁ ପୋଲିସ ମହାନିର୍ଦ୍ଦେଶକ୍ […]

ଓଡ଼ିଶାର ଗର୍ଵ ଓ ଗୌରବ ,ଶବର ସାଥି…

Udaya_Labanya | June 8, 2021 | 0

କଟକ(ଉଲାପ୍ର)ସଡକ ଦୃଘଟଣା ହେଉ କି ଟ୍ରେନ ଦୃଘଟଣା ଶବ ଯେତେ ପରିତ୍ୟକ୍ତ ହେଲେ ବି ଅଚିହ୍ନା ଶବ ଉଦ୍ଧାର ସହ ଶବ ପୋଡିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନିଅନ୍ତି ଋତୁରାଣୀ ସାସମଲ । ଆଉ ନିଜ ଇଛା ଶକ୍ତି ବଳରେ ବିଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୦୦୦ ଶବରୁ ଅଧିକ ଅଚିହ୍ନା ଶବ ଉଦ୍ଧାର କରିବା ସହ ପୋଡିବାରେ ପ୍ରଦୀପ ସେବା ଟ୍ରଷ୍ଟକୁ ସାହାଯ୍ୟ କରି ,ଆଜି ସେ […]

SUM ULTIMATE SUCCESSFULLY TREATS A BLACK…

Udaya_Labanya | June 1, 2021 | 0

Bhubaneswar(buro news)A 44-year-old man, suffering from black fungus, was treated at SUM Ultimate Medicare, with doctors opting for the surgical route with success. The man from Ganjam district was infected with Covid-19 and had received treatment at the SUM Covid Hospital for ten days before being discharged. A diabetic, he was […]

ଭାଇରାଲ ହେବାରେ ଲାଗିଛି ଜଙ୍ଗଲରାଣି ବ୍ଲେସି ପ୍ରଧାନଙ୍କ…

Udaya_Labanya | June 1, 2021 | 0

ଫୁଲବାଣୀ- (ସୁନୀଲ ପଟନାୟକକନ୍ଧମାଳ ଜିଲ୍ଲାର ଦ।ରିଙ୍ଗ ବାଡି ବ୍ଳକ 6ତରା ବାଡି ଗ୍ରାମର ବ୍ଲେସି ପ୍ରଧାନ ଙ୍କ ଫଟୋ ଦିନକୁ ଦିନଭାଇରାଲ ହେବାରେ ଲାଗିଛି ।ବ୍ଲେସି ଙ୍କ ବୟସ ମାତ୍ର ୪ ବର୍ଷ । ହେଲେ ତାଙ୍କ ପାଖରେ ଭରପୁର ପ୍ରତିଦ୍ଭା ରହିଛି । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ର ବଣ ପାହାଡ଼ ଘେରା ଆଦିବାସୀ ଇଲାକାରେ ରୁହନ୍ତି ବ୍ଲେସି। ବଣ ମଲିପରି ବଣରେ ନଫୁଟି ଆଜିକନ୍ଧମାଳ ଓ ସାରା […]

ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି…

Udaya_Labanya | May 26, 2021 | 0

ଆଠଗଡ(ଉଲାପ୍ର)ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ,ତା ପୁଣି ୟାସ ବାତ୍ୟା ସମୟରେ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କ8କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ […]

ଜିଆଖତ କରି ସ୍ଵାବଲମ୍ବୀ ହେଲେ ଗାୟତ୍ରୀ

Udaya_Labanya | May 11, 2021 | 0

ଫୁଲବାଣୀ–(ସୁନୀଲ ପଟନାୟକ)ଫୁଲବାଣୀ ସହ ର ର ଗାୟତ୍ରୀ ପ୍ରଧାନ ନାମକ ଜଣେ ଉଚ୍ଚଶିକ୍ଷିତ ମହିଳା ଚାକିରିପଛରେ ନଗୋଡାଇ ନିଜେ ଜିଆ ଖତଉତ୍ପାଦନ କରି ତାକୁ ବିକ୍ରୀ କରି ବେଶ ଦି ପଇସା କମାଇ ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ଗାୟତ୍ରୀଜିଉଦୟ ଗିରି ସ୍ଥିତ କୃର୍ଷି ବିଜ୍ଞାନ କେନ୍ଦ୍ରରେ ଜିଆ ଖତ ଓ ଜିଆ ଜଳପ୍ରସ୍ତୁତି ତାଲିମ ନେବା ପରେ ନିଜେ ଉତ୍ପାଦନ କରି […]

ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ…

Udaya_Labanya | March 25, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ […]

ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ…

admin | January 15, 2020 | 0

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ମହିଳା ଏସ୍‌ଆଇଙ୍କ ଉପରେ ୫-ଟି ଛାଟ ପଡ଼ିଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ଆଜି ବେଗୁନିଆ ଏସ୍‌ଆଇ ସୁଜାତା ପଲେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୁଜାତା ପଲେଇ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସ୍‌ପି ଶ୍ରୀ ସ୍ୱାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭାଇରାଲ ଅଡିଓରୁ ଜଣାପଡ଼ିଛି ଯେ, ଗତ ୧୨ ତାରିଖରେ […]

Archives

Categories