#Breaking News

ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ


ଫୁଲବାଣୀ-(ସୁନୀଲପଟନାୟକ)
ବୁଧବାର ଫିରିଙ୍ଗିଆ ପୋଲିସ କେକେରିଙ୍ଗିଆ ଗ୍ରାମରୁ ଗଞ୍ଜେଇ ସହ ଅଟେ । ଜବତ କରିଛି ଓ ଏ ସଂପର୍କରେ ୨ ଜଣଙ୍କୁ ଗିରଫ କରିଛି ।
ଅଟେ । ରୁ ୨୭ କେଜି ୩୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ।
ଗିରଫ ଅଭିଯୁକ୍ତ ୨ ଜଣ ହେଲେ ବ୍ରଜନା ଏକ ଓ ପ୍ରଶାନ୍ତ ସାହାଣୀ।
ଫିରିଙ୍ଗିଆ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।
ଫିରିଙ୍ଗିଆ ଥାନା ଅଧିକାରୀ ଏସ ଏସ ରାଓ ଙ୍କ ସମୟୋଚିତ ଓ ତ୍ଵରୀ ତ ପଦକ୍ଷେପ ଯୋଗୁଁ ବିଭିନ୍ନ ସମୟରେ ଗଞ୍ଜେଇ ଜବତ ସମ୍ଭବ ହୋଇପାରୁଥିବା ଦେଖାଯାଉଛି। ଫଳରେ ଗଞ୍ଜେଇ ମାଫିଆମାନେ ପ୍ରମାଦ ଗଣି ଲେଣି।

Leave a comment

Your email address will not be published. Required fields are marked *